ଜିଓ ଆଣିଲା ଜବରଦସ୍ତ ଶସ୍ତା ପ୍ଲାନ୍‌ ; ମିଳିବ ଏସବୁ ସୁବିଧା..

ମୁମ୍ବଇ : ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଜିଓ ଏକ ବଡ ଉପଲବ୍ଧି ହାସଲ କରିଛି । ଏବେ ଏହାର ଗ୍ରାହକଙ୍କ ସଂଖ୍ୟା ୪୯୦ ମିଲିୟନ ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଜିଓ ନିଜର ଅନେକ ଶସ୍ତା ପ୍ଲାନ ପାଇଁ ବେଶ ଚର୍ଚ୍ଚାରେ ରହି ଆସିଛି । ନିକଟରେ ଜିଓର ୧୭୫ ପ୍ଲାନ୍‌ ସହ ଏକ ନୂଆ ଅଫର୍‌ ସାମ୍ନାକୁ ଆସିଛି । ଏଥିରେ ଗ୍ରାହକ କମ୍‌ ଦାମରେ ପ୍ରିମିୟମ ଓଟିଟି କଣ୍ଟେଣ୍ଟର ସହଜରେ ମଜା ନେଇ … Continue reading ଜିଓ ଆଣିଲା ଜବରଦସ୍ତ ଶସ୍ତା ପ୍ଲାନ୍‌ ; ମିଳିବ ଏସବୁ ସୁବିଧା..