www.samajalive.in
Saturday, December 6, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆସୁଛି ଆଉ ଏକ ଲଘୁଚାପ..

୩୧ ଯାଏଁ ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ..

- Advertisement -

ଆଜି ବିଜୁଳି , ଘଡଘଡି ସହ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ସତର୍କତା ଜାରି..

ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ଘୋଷଣା..

ସେପ୍ଟେମ୍ବରରେ ଗ୍ରହଙ୍କ ମହାଚଳନ ; ଏହି ରାଶିଙ୍କ ବନ୍ଦ ଭାଗ୍ୟର ତାଲା ଖୋଲିବ, ହେବ ଧନବର୍ଷା..

ପରିବାରର ପ୍ରତି ଯୋଗ୍ୟ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା..

୩ ବା ୪ ଜଣ ମହିଳା ଥିଲେ ବି ସମସ୍ତେ ପାଇବେ, ବିଧବା ମହିଳା ବା ଛାତ୍ର ବୃତ୍ତି ପାଉଥିବା ଝିଅ ମଧ୍ୟ ପାଇବେ ସୁଭଦ୍ରା ଟଙ୍କା..

ଭବାନୀପାଟଣା: ସ୍କୁଟର ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ୍ , ମ୍ୟୁନିସପାଲଟି କାର୍ଯ୍ୟାଳୟ ସମ୍ମୁଖରେ ଅଘଟଣ..

ଘଟଣାସ୍ଥଳରେ ସ୍କୁଟର ଆରୋହୀଙ୍କ ମୃତ୍ୟୁ, ଦୁର୍ଘଟଣା ପରେ ଟ୍ରକ୍ ଫେରାର୍, ମୃତକଙ୍କ ପରିଚୟ ଅସ୍ପଷ୍ଟ..

ସିଏଚଏସଇ ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ..

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ..

ଘର ଓ ଅଫିସ ସମେତ ୩ଟି ସ୍ଥାନରେ ଚାଲିଛି ଚଢାଉ..

ଦେଖନ୍ତୁ ଭିଡିଓ ; ଫ୍ୟାନ୍‌ ଉପରେ ଫଣା ଟେକି ରହିଥିଲା ନାଗ ସାପ..

ଫୁଟବଲ ମ୍ୟାଚ ବେଳେ ହୃତଘାତ..

ଟଳି ପଡ଼ିଲେ ଉରୁଗୁଏ ଡିଫେଣ୍ଡର ଜୁଆନ ଇଜକ୍ଵେରଡୋ, ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ଆଖି ବୁଜିଲେ..

ଭୁବନେଶ୍ୱର: ଡମପଡା କୁମାରଖୁଣ୍ଡି ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ହାତୀ ‘ମାମା’ର ମୃତ୍ୟୁ..

୭ବର୍ଷର ହାତୀ ଛୁଆ ମାମାର ମୃତ୍ୟୁ ନେଇ ଚନ୍ଦକା ଡିଏଫଓ ସୂଚନା ଦେଇଛନ୍ତି..

ବନ୍ୟଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବେ କୁକୁର, ପ୍ରାରମ୍ଭିକ ପର୍ଯ୍ୟାୟରେ ୭ ବନଖଣ୍ଡରେ ମୁତୟନ ହେବେ ୧୦ କୁକୁର, ଡିଏଫଓଙ୍କୁ ଚିଠି ଲେଖିଲେ ପିସିସିଏଫ..

ପଶ୍ଚିମବଙ୍ଗରେ ବନ୍ଦ ବେଳେ ବିଜେପି ନେତାଙ୍କ ଉପରକୁ ଗୁଳି ଓ ବୋମା ମାଡ଼, ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ..

ଜାତୀୟତା ବିରୋଧୀ ମନ୍ତବ୍ୟ ପୋଷ୍ଟ କଲେ ଆଜୀବନ ଜେଲ, ଉତ୍ତରପ୍ରଦେଶ ସରକାର ଆଣିଲେ ନୂଆ ସାମାଜିକ ଗଣମାଧ୍ୟମ ନୀତି..

ଅନୁଗୁଳ: ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ..

କିଶୋରନଗର ଥାନା ଧଉରାପାଲି ଗାଁରେ ଅଭାବନୀୟ ଘଟଣା..

ସମ୍ବଲପୁର: ହୀରାକୁଦର ଆଉ ୧୨ଟି ଗେଟ୍ ବନ୍ଦ, ଏବେ ଦୁଇଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ..

ହୀରାକୁଦକୁ ଜଳ ପ୍ରବେଶ କମୁଥିବାରୁ ବନ୍ଦ କରାଗଲା ଗେଟ୍..

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories