www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ଫ୍ୟାନ୍‌ ଉପରେ ଫଣା ଟେକି ରହିଥିଲା ନାଗ ସାପ..

ନୂଆଦିଲ୍ଲୀ : ସାପକୁ ଦେଖି ଭୟ ଲାଗିବା ସାଧାରଣ କଥା। ସୋସିଆଲ ମିଡିଆରେ ସାପ ସହ ଜଡିତ ଅନେକ ଭିଡିଓ ଭାଇରାଲ ହେଉଛି । ସାପ କେତେବେଳେ ହେଲମେଟ ଭିତରେ, ଜୋତା ଭିତରେ ଗଦି ତଳେ, ଗାଡି ଭିତରେ, ରୋଷେଇ ଘରେ ଥିବା ଦେଖାଯାଉଛି । ନିକଟରେ ସୋସିଆଲ ମିଡିଆରେ ସାପର ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହା ସର୍ଭିଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।ସାପ ଘର ଭିତରେ ପଶି ଏପରି ଏକ ଜାଗାରେ ରହିଛି, ଯାହା କେହି କେବେ କଳ୍ପନା ମଧ୍ୟ କରି ନଥିବେ ।


ଭିଡିଓରେ ଦେଖିପାରିବେ, ଏକ ନାଗ ସାପ ଫଣା ଟେକି ସିଲିଙ୍ଗ ଫ୍ୟାନ ଉପରେ ଥିବା ଦେଖା ଯାଉଛି । ଫ୍ୟାନ୍‌ ଧୀରେ ଧୀରେ ଚାଲୁଛି, ସାପକୁ ଦେଖିବା ପରେ ଘର ଲୋକେ ଫ୍ୟାନ୍‌ ବନ୍ଦ କରି ଦେଉଛନ୍ତି । ସାପଟି ବାରମ୍ବାର ଫଣା ଟେକୁଥିବା ନଜର ଆସୁଛି । ଏହାର ଶବ୍ଦ ମଧ୍ୟ ଶୁଣା ଯାଉଛି।

ସେପ୍ଟେମ୍ବରରେ ଗ୍ରହଙ୍କ ମହାଚଳନ ; ଏହି ରାଶିଙ୍କ ବନ୍ଦ ଭାଗ୍ୟର ତାଲା ଖୋଲିବ, ହେବ ଧନବର୍ଷା..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories