ବାସୁଦେବପୁର : ବାସୁଦେବପୁର ପୋଲିସକୁ ମିଳିଛି ବଡ ସଫଳତା । ପୁଲିସ କୁଖ୍ୟାତ ଚୋରକୁ କାବୁ କରିବା ସହ ଏକଲକ୍ଷ ଟଙ୍କା ଜବତ କରିଛି । ଚୋର ଜଣକ ଅଲବଗା ଅଞ୍ଚଳର ଉସମାନ ସାହାଜୀ ବୋଲି ପୁଲିସ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି । ପୂର୍ବରୁ ସେ ଅନେକ ଚୋରି ମାମଲାରେ ସାମିଲ ଥିବା ସୂଚନା ରହିଛି ।
Popular Categories



