www.samajalive.in
Saturday, December 6, 2025
26.1 C
Bhubaneswar

ଅଶୋକ ଲେଲ୍ୟାଣ୍ଡ ବଡ଼ା ଦୋସ୍ତ ଆଇ ଫାଇଭର ବଜାର ପ୍ରବେଶ

ଭୁବନେଶ୍ଵର: ବଜାରକୁ ଆସିଛି ଅଶୋକ ଲେଲ୍ୟାଣ୍ଡର ଏଲସିଭି ଶ୍ରେଣୀରେ ବଡା ଦୋସ୍ତର ଆଇଫାଇଭ ।  ଭୁବନେଶ୍ୱର ସ୍ଥିତ ସ୍ଵସ୍ତି ପ୍ରିମିୟମ ହୋଟେଲରେ ଅଶୋକ ଲେଲ୍ୟାଣ୍ଡ ଅତି ଆଡମ୍ବର ସହ ନିଜର ଏଲସିଭି ଶ୍ରେଣୀରେ ‘ବଡ଼ା ଦୋସ୍ତ’ ଆଇଫାଇଭର ବଜାର ପ୍ରବେଶ କରିଛି।  ସେଣ୍ଟ୍ରାଲ ଜୋନାଲ ମ୍ୟାନେଜର ନୀତିନ ସୋନାର , ଆରଏମ୍ ଯତୀନ ଥାପିୟାଲ, ଟିଏସଏମ ସତ୍ୟ ରଞ୍ଜନ ବେହେରା, ଦୀକ୍ଷା ସେନାପତି, ଏସିଓ ଶୁଭ୍ରଜିତ୍ ବେହେରା ଏବଂ ଡିଲର୍ ପ୍ରିନ୍ସପାଲ ରଜତ ବଳିଆର ସିଂ, ଅନ୍ଵେଶ୍ ବଳିଆର ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ବଡ଼ା ଦୋସ୍ତ ଆଇ ଫାଇଭ ୨୧୨୫ ପେଲୋଡ୍ ଏବଂ ଦୋସ୍ତ ଆରଏଫଏସଏକ୍ସଏଲ ୧୪୦୦ ପେଲୋଡ୍ ନାମକ ଦୁଇଟି ମଡେଲ ଉନ୍ମୋଚନ କରାଯାଇଥିଲା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories