www.samajalive.in
Tuesday, December 9, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର..

ନୀଳାଦ୍ରି ମ୍ୟୁଜିୟମ୍ ନିକଟ ଏକ କୋଠରୀକୁ ସ୍ଥାନାନ୍ତର ହେବ ଖାଲି ଆଲମିରା..

- Advertisement -

ସିନ୍ଦୁକ, ରାଜ୍ୟସରକାରଙ୍କ ସ୍ଵତନ୍ତ୍ର ଏସଓପି ଅନୁସାରେ ଦିନ ୧ଟାରୁ ଆରମ୍ଭ ହେବ ପ୍ରକ୍ରିୟା..

ସରିବା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ..

ଶନିବାର ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି..

ଅପରାହ୍ନ ଘ.୨.୦୦ ଟିକା ଠାରୁ ସନ୍ଧ୍ୟା ଘ.୬.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ..

ଓଡିଶା ଉପରେ ସିରିଜ୍ ଘୂର୍ଣ୍ଣିବଳୟ..

୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା..

କିଛି ସ୍ଥାନରେ ପ୍ରବଳ ବର୍ଷିବ, ଶନିବାର ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ..

୨୪ ଅଗଷ୍ଟରେ ଏକାଠି ହେବେ ଶୁକ୍ର-କେତୁ ; ଏହି ରାଶି ହେବେ ଭାଗ୍ୟଶାଳୀ..

ଆଜି ପାଇଁ ୩ ଜିଲ୍ଲାକୁ ୟେଲୋ ସତର୍କତା..

ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ..

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ..

ମୋବାଇଲର ବ୍ୟବହାର କ’ଣ? ପିଲାଟି ଲେଖିଲା ପ୍ରଶ୍ନର ଏମିତି ଉତ୍ତର, ଥରେ ନୁହେଁ ବାରମ୍ବାର ପଢିବେ..

ଭୁବନେଶ୍ଵରରେ ଗୋଟିଏ, ହାଇଦ୍ରାବଦରେ ୨ଟି ଫ୍ଲାଟ୍ ଠାବ, ଭୁବନେଶ୍ଵର ଓ ଢେଙ୍କାନାଳରେ ରହିଛି ୮ଟି ଫ୍ଲାଟ୍ ..

ଆଠଗଡରେ ୨ କୋଟି ଟଙ୍କା ମୂଲ୍ୟର ଫାର୍ମ ହାଉସ୍ ଠାବ..

ଭାରତର ଚନ୍ଦ୍ର ବିଜୟକୁ ବର୍ଷେ : ଆଜିର ଦିନରେ ଚନ୍ଦ୍ରପୃଷ୍ଠକୁ ଓହ୍ଲାଇଥିଲା ଚନ୍ଦ୍ରଯାନ-୩..

ଐତିହାସିକ ସଫଳତାର ସ୍କୃତିକୁ ଜୀବିତ ରଖିବାକୁ ଆଜି ସାରା ଦେଶ ପାଳୁଛି ଜାତୀୟ ମହାକାଶ ଦିବସ..

ଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ବର୍ଣ୍ଣାଢ୍ୟ ଉତ୍ସବ, ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଇସ୍ରୋ ଅଧ୍ୟକ୍ଷ..

ୟୁକ୍ରେନ୍ ଅଭିମୁଖେ ପିଏମ୍ ମୋଦୀ: ଯୁଦ୍ଧ ପରେ ପ୍ରଥମ ଗସ୍ତରେ ଯାଇ ରାଷ୍ଟ୍ରପତି ଜେଲେନସ୍କି ଙ୍କ ସହ କରିବେ ଆଲୋଚନା..

ପୂର୍ବରୁ ପୋଲାଣ୍ଡରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସହ କରିଥିଲେ ଦ୍ଵିପାକ୍ଷିକ ବୈଠକ, ପୋଲାଣ୍ଡ ଗସ୍ତ ସ୍ଵତନ୍ତ୍ର ବୋଲି କହିଲେ ପିଏମ୍..

କଳାହାଣ୍ଡି ଜିଲ୍ଲା ମଥୁରାଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା..

ଟ୍ରକ୍ ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ ଦୁଇ ଗୁରୁତର..

କଲକାତା ଲଜ୍ଜା: ଆରଜି କର ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷ ଓ ୪ ଡାକ୍ତରଙ୍କ ପଲିଗ୍ରାଫ ପରୀକ୍ଷା ହେବ, କୋର୍ଟରୁ ସିବିଆଇକୁ ମିଳିଲା ଅନୁମତି..

ଜେଲରେ ଗ୍ୟାଙ୍ଗଓ୍ବାରର ଖବର ପରେ ବଲାଙ୍ଗୀର ଜେଲରେ ପୁଲିସ ବିଭାଗର ବଡଧରଣର ଚଢାଉ, ଜେଲ ଭିତରୁ ବିଡି, ସିଗାରେଟ୍ , ଦିଆସିଲ୍ ଏବଂ ଅନ୍ୟ ନିଶାଦ୍ରବ୍ୟ ଜବତ , କାରନାମାରେ ଜେଲ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories