www.samajalive.in
Thursday, December 11, 2025
18.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା; ଗୃହ ୪ଟା ଯାଏଁ ମୁଲତବି..

ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡିର ହଟ୍ଟଗୋଳ..

- Advertisement -

ବ୍ରହ୍ମପୁର ସମରଝୋଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା..

ବସକୁ ଧକ୍କା ଦେଲା ଟ୍ୟାଙ୍କର, ୪ ମୃତ, ଟ୍ୟାଙ୍କରଟି ଟ୍ରକକୁ ଓଭରଟେକ୍ କରିବାକୁ ଯାଇ ଅଘଟଣ..

ଢେଙ୍କାନାଳ ସଦର ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ ..

ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘର ସମତେ ୩ଟି ସ୍ଥାନରେ ରେଡ୍ ..

ସେପ୍ଟେମ୍ବରରେ ଚମକିବ ଏହି ରାଶି ଭାଗ୍ୟ: ହଠାତ୍‌ ମିଳିବ ଧନ..

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଷ୍ଟେସନ ବଜାର ଘର , ସରକାରୀ ବାସଭବନ, ଓ ଅଫିସରେ ରେଡ୍..

ଚିକିଟି ମଦ ମୃତ୍ୟୁ ଘଟଣା ପରେ ଦୁଇ ଅଧିକାରୀଙ୍କ ବଦଳି, ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସଆଇଙ୍କ ବଦଳି..

କଲକାତା ଲଜ୍ଜା; ସୁପ୍ରିମକୋର୍ଟରେ ଷ୍ଟାଟସ୍‌‌ ରିପୋର୍ଟ ଦାଖଲ କଲା ସିବିଆଇ..

ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ..

ଓ୍ବାରସରେ ଭାରତୀୟ ସମୁଦାୟଙ୍କ ସମ୍ବୋଧନ..

କହିଲେ ବିଶ୍ଵର ତୃତୀୟ ବୃହତ୍ ଅର୍ଥନୀତି ହେବାକୁ ବେଶୀ ଦୂରରେ ନାହିଁ ଭାରତ..

ପୋଲାଣ୍ଡ ପରେ ଶୁକ୍ରବାର ୟୁକ୍ରେନ ଗସ୍ତରେ ଯାଇ ଜେଲେନ୍ସକିଙ୍କୁ ଭେଟିବେ ମୋଦୀ..

ଦେଖନ୍ତୁ ଭିଡିଓ; ୱାଶିଂମେସିନରେ ଫଣା ଟେକି ଥିଲା କଳା ନାଗ, ତା’ପରେ..

ଥିରୁଅନନ୍ତପୁରମ୍‌ ବିମାନବନ୍ଦରରେ ଏୟାରଇଣ୍ଡିଆ ବିମାନକୁ ବୋମାରେ ଉଡ଼ାଇଦେବା ଧମକ, ଯାତ୍ରୀ ଭୟଭୀତ..

ଦଳୀୟ ପତାକା ଉନ୍ମୋଚନ କଲେ ତାମିଲ ଅଭିନେତା ବିଜୟ, ଦଳ ମୁଖ୍ୟାଳୟରେ ସଦସ୍ୟମାନଙ୍କ ଉପସ୍ଥିତିରେ କଲେ ଉନ୍ମୋଚନ..

ବିଜୟ ଗଢ଼ିଛନ୍ତି ତାମିଲାଗା ଭେଟ୍ଟ୍ରି କାଝାଗମ (ଟିଭିକେ) ଦଳ..

ବ୍ରହ୍ମପୁର ସମରଝୋଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

ଗୁରୁତର ଆହତଙ୍କୁ ୧ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦେଶ..

ବ୍ରହ୍ମପୁର ; ମୁକୁଳା ଡ୍ରେନରେ ଭାସିଯାଇ ନାବାଳକର ମୃତ୍ୟୁ; ଦୀର୍ଘ ୪ ଘଣ୍ଟା ପରେ ମୃତଦେହ ଉଦ୍ଧାର..

ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଶୌଚାଳୟ ଭିତରୁ ମିଳିଲା ବିଡ଼ା ବିଡ଼ା ଟଙ୍କା..

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ମିଶ୍ରଙ୍କ ଘର ସମେତ ୮ଟି ସ୍ଥାନରେ ଚାଲିଛି ଚଢ଼ାଉ..

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories