ସେପ୍ଟେମ୍ବରରେ ଚମକିବ ଏହି ରାଶି ଭାଗ୍ୟ: ହଠାତ୍‌ ମିଳିବ ଧନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଚଳନ କରି ଥାଆନ୍ତି । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ । ବାଣୀ ଓ ବ୍ୟବସାୟର ଦାତା ବୁଧ ଭାଗ୍ୟର କାରକ ଗୁରୁ ଗ୍ରହ ସେପ୍ଟେମ୍ବର ମାସରେ ଗୋଟିଏ ଦିନରେ ଚଳନ କରିବେ । ଜାତକରେ ବୁଧଙ୍କ ସ୍ଥିତି ମଜଭୁତ ରହିଲେ, ଜୀବନରେ ସଫଳତା ମିଳିଥାଏ । ଗୁରୁ ମଜଭୁତ ରହିଲେ ଜ୍ଞାନ ବୃଦ୍ଧି ହୋଇଥାଏ । ବ୍ୟକ୍ତିଙ୍କୁ ପ୍ରତ୍ୟେକ କାର୍ଯ୍ୟରେ … Continue reading ସେପ୍ଟେମ୍ବରରେ ଚମକିବ ଏହି ରାଶି ଭାଗ୍ୟ: ହଠାତ୍‌ ମିଳିବ ଧନ..