www.samajalive.in
Monday, December 15, 2025
14.1 C
Bhubaneswar

ସେପ୍ଟେମ୍ବରରେ ଚମକିବ ଏହି ରାଶି ଭାଗ୍ୟ: ହଠାତ୍‌ ମିଳିବ ଧନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଚଳନ କରି ଥାଆନ୍ତି । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ । ବାଣୀ ଓ ବ୍ୟବସାୟର ଦାତା ବୁଧ ଭାଗ୍ୟର କାରକ ଗୁରୁ ଗ୍ରହ ସେପ୍ଟେମ୍ବର ମାସରେ ଗୋଟିଏ ଦିନରେ ଚଳନ କରିବେ । ଜାତକରେ ବୁଧଙ୍କ ସ୍ଥିତି ମଜଭୁତ ରହିଲେ, ଜୀବନରେ ସଫଳତା ମିଳିଥାଏ । ଗୁରୁ ମଜଭୁତ ରହିଲେ ଜ୍ଞାନ ବୃଦ୍ଧି ହୋଇଥାଏ । ବ୍ୟକ୍ତିଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟର ସାଥ୍‌ ମିଳିଥାଏ । ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଓ ଗୁରୁ ଗ୍ରହ ୨୨ ସେପ୍ଟେମ୍ବରରେ ଚଳନ କରିବେ । ରବିବାର ଦିନ ସକାଳ ୧୦ଟା ୧୫ ମିନିଟରେ ପ୍ରଥମେ ବୁଧ କନ୍ୟା ରାଶିରେ ଚଳନ କରିବେ, ସନ୍ଧ୍ୟା ୭ଟା ୧୪ ମିନିଟରେ ଗୁରୁ ଗ୍ରହ ମୃଗଶିରା ନକ୍ଷତ୍ରରେ ଚଳନ କରିବେ । ଏହାର ପ୍ରଭାବରେ ୩ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ..

୨୬ ଅଗଷ୍ଟରେ ମଙ୍ଗଳ କରିବେ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ରହିବନି ଚିନ୍ତା,ବଦଳାଇବେ ଭାଗ୍ୟ..

- Advertisement -

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ବୁଧଙ୍କ ଚଳନ ବିଶେଷ ଲାଭ ପ୍ରଦାନ କରିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଧାର୍ମିକ କ୍ଷେତ୍ରରେ ମାନସମ୍ମାନ ମିଳିବ । ମାନସିକ ଶାନ୍ତି ମିଳିବ।

କନ୍ୟା – କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ବିବାହ ସ୍ଥିର ହୋଇପାରେ । ଅଟକି ଥିବା କାମରେ ସଫଳତା ମିଳିବ । ନୂତନ ଚାକିରିିର ଯୋଗ ରହିଛି । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର – ବ୍ୟବସାୟରେ ଅଟକି ଥିବା କାମ ଶୀଘ୍ର ପୂରଣ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ। ହଠାତ୍‌ ଧନ ପ୍ରାପ୍ତି ହେବ। ମନ ଖୁସି ରହିବ । ପରିବାରରେ ହସଖୁସିର ବାତାବରଣ ରହିବ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories