www.samajalive.in
Saturday, December 6, 2025
23.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଝାଡଖଣ୍ଡରେ ତୃତୀୟ ସିମ୍‌‌ ବକ୍ସ ଠାବ କଲା କମିଶନରେଟ ପୁଲିସ.. ସିମ୍‌‌ ବକ୍ସ ଜବତ ମାମଲାର ଖୋଳତାଡ କରି ରାଞ୍ଚିରେ ପହଞ୍ଚିଛି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ୍‌‌.. ରାଞ୍ଚିରେ ବିର୍ସାମୁଣ୍ଡା ଷ୍ଟାଡିୟମ ନିକଟରେ ଥିବା ଏକ ଘରେ ଠାବ ହୋଇଛି ସିମ୍‌‌ ବକ୍ସ..

ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ସ୍ଥାନାନ୍ତର ହେବ..ଆସନ୍ତା ୨୩ ତାରିଖରେ ସିନ୍ଦୁକ, ଆଲମିରା ସ୍ଥାନାନ୍ତର କରାଯିବ..

- Advertisement -

ଆଜିଠୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ.. ସେପ୍ଟେମ୍ବର ୧୩ ଯାଏଁ ଚାଲିବ ଅଧିବେଶନ, ସେପ୍ଟେମ୍ବର ୧୦ରେ ଆସିବ ବ୍ୟୟ ମଞ୍ଜୁରୀ ବିଲ୍..

ଆଳୁ ପରେ ବଢିଲା ପିଆଜ ଦର.. ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗର ଚଢାଉ..

ସକାଳର ଏହି ଲକ୍ଷଣ ଦିଏ ଉଚ୍ଚ ରକ୍ତଚାପର ସଙ୍କେତ..

ରାଜ୍ୟରେ ବଢିଚାଲିଛି ଆଳୁ ସଙ୍କଟ.. ଆଳୁସଙ୍କଟ ନେଇ ବିଜେଡିର ମୁଲତବୀ ପ୍ରସ୍ତାବ..

ଚିକିଟି ମାଉନ୍ଦପୁରରେ ଦେଶୀ ମଦ ପିଇ ୧୬ରୁ ଅଧିକ ଅସୁସ୍ଥ.. ୧୪ ଜଣ ଏମକେସିଜି ମେଡିକାଲରେ ଭର୍ତ୍ତି.. ଗାଁରେ ପହଞ୍ଚିଲା ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ..

ବଜାରକୁ ଆସିଗଲା ଜବରଦସ୍ତ ଫିଚର୍‌ ସହ ଓପୋର ଏହି ସ୍ମାର୍ଟ ଫୋନ୍‌; ଦାମ୍‌ ମାତ୍ର..

କଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା.. ସୁପ୍ରିମକୋର୍ଟାରେ ମାମଲାର ଶୁଣାଣି.. ଗୁରୁବାର ସୁଦ୍ଧା ଷ୍ଟାଟସ୍‌‌ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ..

ରାସ୍ତାକଡକୁ ଓଲଟିଲା ବସ୍‌‌.. ୨୦ଜଣ ଗୁରୁତର.. ଭଦ୍ରକରୁ ଉଦଳା ଯାଉଥିଲା ଜୟ ରଘୁନାଥ ବସ୍‌‌.. ସମସ୍ତ ଆହତ ଭଦ୍ରକ ମେଡିକାଲରେ ଭର୍ତ୍ତି..

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories