www.samajalive.in
Saturday, December 6, 2025
19.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଭୁବନେଶ୍ୱରରୁ ସିମ୍‌ ବକ୍ସ ଜବତ ଘଟଣାରେ ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ବଡ ଖୁଲାସା..

ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କଲ୍‌ କରିବାକୁ ବ୍ୟବହୃତ ହେଉଥିଲା ସିମ୍‌..

- Advertisement -

କେନ୍ଦ୍ରାପଡା ଅତିରିକ୍ତ ଯୋଗାଣ ଅଧିକାରୀ ଗିରଫ..

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି..

୨୪ ଘଣ୍ଟାରେ ଆଳୁ ସମସ୍ୟା ଦୂର ନହେଲେ ଧାରଣା ଦିଆଯିବ..

ରାକ୍ଷୀ ପୂର୍ଣ୍ଣିମାରେ ଉପହାରରେ ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ..

ମୁଖ୍ୟମନ୍ତ୍ରୀ ବାସଭବନ ଆଗରେ ଧାରଣାରେ ବସିବାକୁ ଚେତାବନୀ..

ଆଳୁ ସମସ୍ୟା ନେଇ ସରକାରଙ୍କ ୨୪ଘଣ୍ଟାର ମହଲତ ଦେଇଛି ନାଗରିକ ସୁରକ୍ଷା ମଞ୍ଚ

ଭୁବନେଶ୍ଵର: ଖାଉଟିଙ୍କୁ ଚାଉଳ ସହିତ ଗହମ ଯୋଗାଇଦେବେ ରାଜ୍ୟ ସରକାର..

କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା ନେଇ ସୂଚନା ଦେଲେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର..

ବିଧାନସଭାରେ ଆରମ୍ଭ ହେଲା ନୂଆ ବିଧାୟକମାନଙ୍କ ପାଠଶାଳା ‘ଜ୍ଞାନ ସଂସ୍କାର’ କାର୍ଯ୍ୟକ୍ରମ..

ବର୍ଜନ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ..

ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ବିଜେଡି..

କେନ୍ଦ୍ରାପଡା ଅତିରିକ୍ତ ଯୋଗାଣ ଅଧିକାରୀ ଗିରଫ

ବିଜେଡି ବିଧାୟକ ପ୍ରତାପ ଦେବଙ୍କ ସାମ୍ବାଦିକ ସମ୍ମିଳନୀ..

ଓଡିଶାରେ କଲକାତା ନିଆଁ : ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ପକ୍ଷରୁ ୨୪ ଘଣ୍ଟିଆ ଧର୍ମଘଟ..

ସକାଳ ୬ଟାରୁ ଆନ୍ଦୋଳନରେ ଡାକ୍ତର ସଂଘ..

ଆସୁଛି ବଡ ବର୍ଷା: ଲଘୁଚାପ ପ୍ରଭାବରେ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା, ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସଆରସି..

ଜଳବନ୍ଦୀ ସ୍ଥିତି ସହ ପାହାଡିଆ ଅଞ୍ଚଳରେ ଧସିପାରେ ମାଟି ଅତଡା, ବିଭିନ୍ନ କେନାଲ ଏବଂ ନଦୀ ବନ୍ଧ ଉପରେ ନଜର ରଖିବାକୁ ଯନ୍ତ୍ରୀଙ୍କୁ ନିର୍ଦେଶ..

ଭିଜିଲାନ୍ସ ଜାଲରେ ଜିଏସଟି ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ..

୫କୋଟି ୮୫ଲକ୍ଷ ଟଙ୍କାର ଟିକସ ହେରଫେର ଅଭିଯୋଗରେ ଚଢାଉ..

ବାଲେଶ୍ଵର: ଅନଲାଇନ ଗେମ୍ ଖେଳି ଯୁବକଙ୍କ ଆତ୍ମହତ୍ୟା..

ମୃତ ଯୁବକ ହେଲେ ରେମୁଣା ସାହାଜିପାଟଣା ଗ୍ରାମର ଗୌତମ ନାୟକ..

ଅନଲାଇନ ଗେମରେ ଲକ୍ଷାଧିକ ଟଙ୍କା ହରାଇବା ପରେ ଆତ୍ମହତ୍ୟା କରିଥିବା ସୂଚନା..

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories