କେନ୍ଦ୍ରାପଡା ଅତିରିକ୍ତ ଯୋଗାଣ ଅଧିକାରୀ ଗିରଫ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିବା ପରେ ଶନିବାର କେନ୍ଦ୍ରାପଡାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ର ଗିରଫ ହୋଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଶୁକ୍ରବାର ଯୋଗାଣ ଅଧିକାରୀଙ୍କ ଘର ସମେତ କଟକ, ଭୁବନେଶ୍ୱର, କେନ୍ଦ୍ରାପଡା ସହ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ କାବା ହୋଇଯାଇଥିଲା । ପ୍ରଦୀପଙ୍କର ଭୁବନେଶ୍ୱର ଲିଙ୍ଗିପୁରରେ ଏକ ଦୁଇ … Continue reading କେନ୍ଦ୍ରାପଡା ଅତିରିକ୍ତ ଯୋଗାଣ ଅଧିକାରୀ ଗିରଫ
Copy and paste this URL into your WordPress site to embed
Copy and paste this code into your site to embed