www.samajalive.in
Sunday, December 7, 2025
23.1 C
Bhubaneswar

ଚାହୁଁ ଚାହୁଁ ଲାଗିଗଲା ଡିଜେଲ୍ କଣ୍ଟେନରରେ ନିଆଁ

ଢେଙ୍କାନାଳ: ଚାହୁଁ ଚାହୁଁ ଲାଗିଗଲା ଡିଜେଲ କଣ୍ଟେନରରେ ନିଆଁ। ଢେଙ୍କାନାଳରେ ୫୫ ନଂ ଜାତୀୟ ରାଜପଥ ଆନନ୍ଦନଗରରେ ଡିଜେଲ କଣ୍ଟେନରରେ ନିଆଁ ଲାଗିଯାଇଛି। ପାରାଦୀପରୁ ମୁମ୍ବାଇ ଯାଉଥିବା ଏହି କଣ୍ଟେନରର ଇଞ୍ଜିନ୍ ପାଖରେ ନିଆଁ ଲାଗିଯିବା ପରେ ବେଶ୍ କିଛି ସମୟ ପାଇଁ ଜଳିଥିଲା। ସ୍ଥାନୀୟ ଲୋକ ଏବଂ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଗାଡିର ଇଞ୍ଜିନ୍ ରେ ସର୍ଟ ସର୍କିଟ୍ ଯୋଗୁଁ ଏଭଳି ନିଆଁ ଲାଗିଥାଇପାରେ। କିଛି ଦିନ ତଳେ ମଧ୍ୟ ଅନ୍ୟ ଏକ ଟ୍ରକରେ ଏଭଳି ନିଆଁ ଲାଗି ଜଳିଥିଲା।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories