www.samajalive.in
Tuesday, December 9, 2025
23.1 C
Bhubaneswar

ବିଦ୍ୟୁତ କଟି ଯିବା ପରେ ମଧ୍ୟ ଚାଲିବ ଏହି ଫ୍ୟାନ୍‌ ; ଦାମ୍‌ ଏତିକି..

ନୂଆଦିଲ୍ଲୀ : ବିଦ୍ୟୁତ କଟିଯିବା ପରେ ସାଧାରଣତଃ ଲାଇଟ୍‌, ଫ୍ୟାନ୍‌ ବନ୍ଦ ହୋଇଯାଏ । ଏହି ସମସ୍ୟାରୁ ଦୂରରେ ରହିବା ପାଇଁ ଲୋକେ ନିଜ ନିଜ ଘରେ ଇନଭଟର ଲଗାଇ ଥାଆନ୍ତି । ଖରା ହେଉ ଅଥବା ବର୍ଷା ଅନେକ ସମୟରେ ବିଦ୍ୟୁତ କାଟ୍‌ ହୋଇଥାଏ । କିଛି ସ୍ଥାନରେ ବାରମ୍ବାର ବିଜୁଳି କଟି ଥାଏ । ଇନଭଟର ଲଗାଇବା ପାଇଁ ତୁରନ୍ତ ଅତି କମରେ ୨୦ ହଜାର ଟଙ୍କା ଆବଶ୍ୟକ ହୋଇଥାଏ ।

ଦେଖନ୍ତୁ ଭିଡିଓ ; ମାଛ ଜାଲରୁ କେମିତି ଉଦ୍ଧାର ହେଲା ଅଜଗର..


ତେବେ ଏହି ଖର୍ଚ୍ଚ କରିବାକୁ ଅସମର୍ଥ ଥିଲେ ବଜାରରେ ଅନ୍ୟ ବିକଳ୍ପ ମଧ୍ୟ ରହିଛି ।
ମାର୍କେଟରେ ଚାର୍ଜହେଉଥିବା ବଲବ ଓ ଫ୍ୟାନ୍‌ ଉଭୟ ଉପଲବ୍ଧ । ନିଜର ଆବଶ୍ୟକତା ଅନୁଯାୟୀ ଆପଣ ଏହାକୁ କିଣି ପାରିବେ ।
ମାର୍କେଟରେ ବର୍ତ୍ତମାନ ଚାର୍ଜ ହେଉଥିବା ସିଲିଙ୍ଗ ଓ ଟେବୁଲ ଫ୍ୟାନ୍‌ ଉପଲବ୍ଧ । ଏହା ଚାର୍ଜ ହେଉଥିବା ବ୍ୟାଟେରୀ ସହ ମିଳିଥାଏ ।
ସିଲିଙ୍ଗ ଫ୍ୟାନ୍‌ ଆପଣଙ୍କୁ ୬୯୯୦ ଟଙ୍କା ଦାମରେ ମିଳିଯିବ ।
କମ୍ପାନୀ ଅନୁଯାୟୀ ଏହି ଫ୍ୟାନ୍‌ ବିଦ୍ୟୁତ୍‌ କାଟ୍‌ ହେବା ପରେ ୪ ରୁ ୫ ଘଣ୍ଟା କାମ କରିଥାଏ ।

ବର୍ଷେ ପରେ ସୂର୍ଯ୍ୟ କରିବେ ମହାଚଳନ: ସୁନା ଭଳି ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ବଡ ସଫଳତା..

- Advertisement -

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories