ବର୍ଷେ ପରେ ସୂର୍ଯ୍ୟ କରିବେ ମହାଚଳନ: ସୁନା ଭଳି ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ବଡ ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବତା ପ୍ରତ୍ୟେକ ମାସରେ ଚଳନ କରି ଥାଆନ୍ତି । ଏହିପରି ଭାବେ ସୂର୍ଯ୍ୟଦେବତା ଗୋଟିଏ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ରାଶି ଚକ୍ର ପୂରଣ କରି ଥାଆନ୍ତି । ଚଳିତ ମାସରେ ସୂର୍ଯ୍ୟ ଚଳନ କରି ସିଂହ ରାଶିରେ ପ୍ରବେଶ କରିବେ । ସିଂହ ରାଶିଙ୍କ ସ୍ୱାମୀ ସୂର୍ଯ୍ୟ ଦେବତା । ସୂର୍ଯ୍ୟ ୧୬ ଅଗଷ୍ଟ ୨୦୨୪ରେ ଚଳନ କରି ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଜାଣନ୍ତୁ ଏହି … Continue reading ବର୍ଷେ ପରେ ସୂର୍ଯ୍ୟ କରିବେ ମହାଚଳନ: ସୁନା ଭଳି ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ବଡ ସଫଳତା..