www.samajalive.in
Monday, December 8, 2025
24.1 C
Bhubaneswar

୧୬ ଅଗଷ୍ଟରୁ ରାହୁ ଚମକାଇବେ ଏହି ରାଶିଙ୍କ ଭାଗ୍ୟ: ସମସ୍ୟା ଦୂର ହୋଇ ମିଳିବ ଧନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ସର୍ବଦା ବକ୍ରି ଚଳନ କରି ଥାଆନ୍ତି । ଏହାସହ ଦେଢ ବର୍ଷକୁ ଥରେ ରାଶି ପରିବର୍ତ୍ତନ କରି ଥାଆନ୍ତି । ମାତ୍ର ନିର୍ଦ୍ଦିଷ୍ଟ ସମୟରେ ନକ୍ଷତ୍ର ପରିବର୍ତ୍ତନ କରି ଥାଆନ୍ତି । ଜୁଲାଇ ୮ରେ ରାହୁ ଶନିଙ୍କ ନକ୍ଷତ୍ର ଉତ୍ତରା ଭାଦ୍ରପଦରେ ପ୍ରବେଶ କରିଛନ୍ତି । ରାହୁ ୧୬ ଅଗଷ୍ଟରେ ଉତ୍ତରା ଭାଦ୍ରପଦର ତୃତୀୟ ପଦରେ ଚଳନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ । ମାତ୍ର ୪ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ । ଜାଣନ୍ତୁ..

ମେଷ – ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । ଏମାନଙ୍କୁ ହଠାତ୍‌ ଧନ ମିଳିବ । ଭାଗ୍ୟର ସାଥ୍‌ ମିଳିବାରୁ ଅଟକି ଥିବା ସମସ୍ତ କାମ ପୂରଣ ହେବ । ଚାକିରିର ଯୋଗ ରହିଛି । ଶତ୍ରୁଙ୍କ ପରାଜୟ ହେବ ।

ଡେଙ୍ଗୁରୁ ଠିକ୍‌ ହେବା ପରେ ଏମିତି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ : ଖାଆନ୍ତୁ ଏସବୁ..

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ସକରାତ୍ମକ ଫଳ ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ପରିବାର ସହ ଉତ୍ତମ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ଧନ ବୃଦ୍ଧି ହେବ ।

ଦେଖନ୍ତୁ ମନଛୁଆଁ ଭିଡିଓ ; ବର୍ଷାରେ ମାହୁନ୍ତ ସହ ଭ୍ରମଣରେ ବାହାରିଲା ହାତୀ..

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଶୁଭଙ୍କର । ଜୀବନରେ ଉନ୍ନତିର ମାର୍ଗ ଖୋଲିବ । ଆୟରେ ବୃଦ୍ଧି ହେବ । ବ୍ୟବସାୟରେ ବିସ୍ତାର ହେବ । ଲାଭ ମିଳିବ ।

ମକର – କର୍ମକ୍ଷେତ୍ରରେ ଉନ୍ନତି ସହ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ । ଯାନ ଓ ଭୂମି ସୁଖ ମିଳିବ । ସମ୍ପତ୍ତି ବୃଦ୍ଧି ହେବ । ଚାକିରିରେ ପଦନ୍ନୋତି ହେବ । ଆୟରେ ବୃଦ୍ଧି ହେବ । ଘରେ ସୁଖ ଓ ଶାନ୍ତିର ବାତାବରଣ ରହିବ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories