ଦେଖନ୍ତୁ ମନଛୁଆଁ ଭିଡିଓ ; ବର୍ଷାରେ ମାହୁନ୍ତ ସହ ଭ୍ରମଣରେ ବାହାରିଲା ହାତୀ..

ନୂଆଦିଲ୍ଲୀ : ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ବେଶ ଭାଇରାଲ ହେଉଛି । ଭିଡିଓରେ ଏକ ହାତୀ ଓ ତା’ର ମାହୁନ୍ତଙ୍କର ସୁନ୍ଦର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।୨୭ ସେକେଣ୍ଡର ଏହି ଭିଡିଓ ତାମିଲନାଡୁର ଅନାମଲାଇ ଟାଇଗର ରିଜର୍ଭର କୋଝିକାମୁଦୀ ହାତୀ ଶିବିରରେ ରେକର୍ଡ କରାଯାଇଛି। Magical moments between a Mahout and his elephant in Monsoon showers at the Kozhikamudi elephant camp in Anamalai … Continue reading ଦେଖନ୍ତୁ ମନଛୁଆଁ ଭିଡିଓ ; ବର୍ଷାରେ ମାହୁନ୍ତ ସହ ଭ୍ରମଣରେ ବାହାରିଲା ହାତୀ..