www.samajalive.in
Saturday, December 6, 2025
15.1 C
Bhubaneswar

ନିଟ୍‌‌-ୟୁଜି ପ୍ରଶ୍ନପତ୍ର ଲିକ୍‌‌ ମାମଲା; ଭୁବନେଶ୍ୱରରୁ ଜଣେ ଗିରଫ

ଭୁବନେଶ୍ୱର: ନିଟ୍‌‌-ୟୁଜି ପ୍ରଶ୍ନପତ୍ର ଲିକ୍‌‌ ମାମଲାରେ ଓଡ଼ିଶାରୁ ଜଣେ ଅଭିଯୁକ୍ତ ଗିରଫ। ଭୁବନେଶ୍ୱରରୁ ଆଉ ଜଣେ ଅଭିଯୁକ୍ତଙ୍କୁ ସିବିଆଇ ଆଜି ଗିରଫ କରିଛି। ତାଙ୍କ ନାମ ସୁଶାନ୍ତ ରାଉତ ବୋଲି ସୂଚନା ମିଳିଛି। ପ୍ରଶ୍ନପତ୍ର ଲିକ୍‌‌ କରି ବାଣ୍ଟିବାରେ ସୁଶାନ୍ତଙ୍କ ଭୂମିକା ରହିଥିବା ପ୍ରମାଣ ପାଇଛି ସିବିଆଇ। ଭୁବନେଶ୍ୱରରୁ ଗିରଫ ହେବା ପରେ ସୁଶାନ୍ତଙ୍କ ପାଟନା ନେଇ କୋର୍ଟରେ ହାଜର କରାଯାଇଛି। ସିିବିଆଇ ୧୦ଦିନିଆ ରିମାଣ୍ଡ ଆବେଦନ କରିଥିବା ବେଳେ କୋର୍ଟ ୫ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories