www.samajalive.in
Tuesday, December 9, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବିଧାନସଭା ପଞ୍ଚମ ଦିନରେ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ..

ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି..

- Advertisement -

ଭୁବନେଶ୍ୱରରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ..

ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା..

କଟକ ଅଭିମୁଖେ ଯିବାବେଳେ ଲାଇନଚ୍ୟୁତ..

କାର୍ଗିଲ ବିଜୟ ଦିବସକୁ ୨୫ବର୍ଷ..

ଦ୍ରାସରେ ପହଞ୍ଚି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ମଝି ଚିଲିକାରେ ୧ଘଣ୍ଟା ଧରି ପଶିଥିଲା ଡଙ୍ଗା..

ରାକ୍ଷୀ ପୂର୍ଣ୍ଣିମା: ୯୦ ବର୍ଷ ପରେ ୪ ଅଦ୍ଭୁତ ସଂଯୋଗ: ଅତ୍ୟନ୍ତ ଶୁଭଙ୍କର

ମତ୍ସ୍ୟଜୀବୀମାନେ ୧୭ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲେ..

ଯାନ୍ତ୍ରିକ ତ୍ରୁଟି ଯୋଗୁ ଆଜି ସକାଳେ ଚିଲିକା ମଝିରେ ଅଟକିଥିଲା..

ଭୁବନେଶ୍ୱର: ଆଳୁ ଗୋଦାମରେ ସ୍ଥିତି ପରଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ..

ଆଇଗିଣିଆ ସ୍ଥିତ ଗୋଦାମରେ ପହଞ୍ଚି ତଦାରଖ କରୁଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର..

ବ୍ୟବସାୟୀଙ୍କୁ ଭେଟିବା ସହ କଳାବଜାରିର ତଦାରଖ କଲେ ମନ୍ତ୍ରୀ..

ବିଧାନସଭା ପଞ୍ଚମ ଦିନରେ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ..

ପ୍ରଶ୍ନକାଳରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଆଲୋଚନା..

ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଚାଲିଛି ଆଲୋଚନା..

ଦେଖନ୍ତୁ ଭିଡିଓ: ରଖେ ହରି ତ ମାରେ କିଏ, ୧୩ ମହଲା କୋଠାରୁ ତଳକୁ ଖସିଲେ ମହିଳା, ତା’ପରେ..

ଭୁବନେଶ୍ଵର: ସୁକତେଲ ଯନ୍ତ୍ରୀ ସୁନିଲ ରାଉତଙ୍କ ଅମାପ ସମ୍ପତ୍ତି..

ମଥୁରାରେ କିଣିଛନ୍ତି ୨ଟି ପ୍ଲଟ, ବିଭିନ୍ନ ବୀମା କମ୍ପାନୀରେ ୨.୨୬ କୋଟିର ଜମା ଠାବ..

ଟିଟିଲାଗଡ଼: ଶିକ୍ଷକ କରୁଛନ୍ତି ଗଞ୍ଜେଇ ବେପାର, ଲୁଗା ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଲୁଗା ବ୍ୟବସାୟୀଙ୍କ ସହିତ ଧରାପଡ଼ିଲେ ଶିକ୍ଷକ, ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ..

ସୁନ୍ଦରଗଡ଼: ଅନଲାଇନ ଗେମ୍ ଖେଳି କୋଟିପତି, ବଡ଼ଗୋଗୁଆ ଗାଁର ୬ ଜଣଙ୍କ ଘରେ ଚଢ଼ାଉ କଲା ପ୍ରବର୍ତ୍ତନ ନିର୍ଦେଶାଳୟ, ବ୍ୟାଙ୍କ ଆକାଉଣ୍ଟରେ ହୋଇଛି କୋଟି କୋଟି ଟଙ୍କାର କାରବାର

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories