www.samajalive.in
Sunday, December 7, 2025
26.1 C
Bhubaneswar

ରୋଟାରୀ ମହାନଦୀ ପକ୍ଷରୁ ବିଦ୍ୟାଳୟରେ ଜଳ ବିଶୋଧନ ଯନ୍ତ୍ର ସ୍ଥାପନ

କଟକ : ରୋଟାରୀ କ୍ଲବ ମହାନଦୀ ପକ୍ଷରୁ ଡଗରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଜଳ ବିଶୋଧନ ଯନ୍ତ୍ର ପ୍ରତିଷ୍ଠା କରାଯାଇଛି । ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଯଜ୍ଞାଶିସ୍ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ଅଶୋକ ବିହାରୀ ମହାପାତ୍ର ଓ ଶିବବ୍ରତ ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଶୁଦ୍ଧ ଜଳ ଓ ପରିମଳ ସମ୍ପର୍କରେ ବୁଝାଇଥିଲେ। ଜଳ ଓ ପରିମଳ ରୋଟାରୀ ଜିଲ୍ଲା କମିଟିର ଅଧ୍ୟକ୍ଷା ନୁପୁର ସୂର୍ , ରୋଟରିଆନ ମୀରା ପୃଷ୍ଟି , ଶାନ୍ତନୁ ଦାସ , ଅଙ୍କିତ ଭୁତ୍ , ରାଜଲକ୍ଷ୍ମୀ ପାତ୍ର, ଲଳିତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । କ୍ଲବର ସଭାପତି ସି . କେ . ଭାଗ୍ୟଶ୍ରୀ ଓ ସମ୍ପାଦକ ମହେନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାରଗିଲ ଯୁଦ୍ଧ ପଛରେ କିପରି ଥିଲା ପାକିସ୍ତାନର ଷଡ଼ଯନ୍ତ୍ର ? ଚମରୀ ଗାଈ ଖୋଜୁ ଖୋଜୁ ଧରାପଡ଼ିଥିଲା ପାକ୍‌ ସୈନିକଙ୍କ ଅନୁପ୍ରବେଶ

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories