କାରଗିଲ ଯୁଦ୍ଧ ପଛରେ କିପରି ଥିଲା ପାକିସ୍ତାନର ଷଡ଼ଯନ୍ତ୍ର ? ଚମରୀ ଗାଈ ଖୋଜୁ ଖୋଜୁ ଧରାପଡ଼ିଥିଲା ପାକ୍‌ ସୈନିକଙ୍କ ଅନୁପ୍ରବେଶ

ସମାଜ ଡିଜିଟାଲ ଡେସ୍କ: କାରଗିଲ ଯୁଦ୍ଧକୁ ଆଜି ୨୫ ବର୍ଷ ପୂରଣ ହୋଇଛି। ଏହି ଯୁଦ୍ଧର ଅନେକ କାହାଣୀ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଯୁଦ୍ଧର କାହାଣୀ ଶୁଣାଇବୁ ନାହିଁ। ଶୁଣାଇବୁ ସେହି ଷଡ଼ଯନ୍ତ୍ରର କାହାଣୀ ଯାହା ପାଇଁ ଏହି ଯୁଦ୍ଧ ହୋଇଥିଲା। ସେହି ବିଶ୍ଵାସଘାତର କାହାଣୀ କହିବୁ, ଯାହା ଭାରତକୁ ବନ୍ଧୁତାର ହାତ ବଢ଼ାଇବା ପ୍ରତିବଦଳରେ ମିଳିଥିଲା। ଯୁଦ୍ଧର ଠିକ ଏକ ବର୍ଷ ପୂର୍ବରୁ ଭାରତ ପରମାଣୁ ପରୀକ୍ଷଣ କରି ସାରା ଦୁନିଆକୁ ଚମକାଇ … Continue reading କାରଗିଲ ଯୁଦ୍ଧ ପଛରେ କିପରି ଥିଲା ପାକିସ୍ତାନର ଷଡ଼ଯନ୍ତ୍ର ? ଚମରୀ ଗାଈ ଖୋଜୁ ଖୋଜୁ ଧରାପଡ଼ିଥିଲା ପାକ୍‌ ସୈନିକଙ୍କ ଅନୁପ୍ରବେଶ