www.samajalive.in
Saturday, December 6, 2025
16.1 C
Bhubaneswar

ସ୍ମାର୍ଟଓ୍ବାଚ୍, ସ୍ମାର୍ଟଫୋନ୍ ସବୁଥିରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି

ନୂଆଦିଲ୍ଲୀ : ଆମାଜନ ପ୍ରାଇମ୍ ଡେ ସେଲ୍ ଚାଲିଛି । ଏହି ସେଲ୍ ସମୟରେ ସ୍ମାର୍ଟଫୋନ୍, ସ୍ମାର୍ଟଓ୍ବାଚ୍, ଟାବଲେଟ୍, ଓ୍ବାଶିଂ ମେସିନ୍, ଏସି ଏବଂ ଅନେକ ଉତ୍ପାଦକୁ ତାଲିକାଭୁକ୍ତ କରାଯାଇଛି । ଏହି ସେଲ୍ ସମୟରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି । ଏଭଳି କ୍ଷେତ୍ରରେ ଗ୍ରାହକ କମ୍ ଦାମରେ ଅନେକ ଜିନିଷ ଘରକୁ ନେଇପାରିବେ ।

ଆମାଜନ ପ୍ରାଇମ୍ ଡେଜ୍ ସେଲ ବର୍ଷକୁ ଥରେ ଆସେ ଏବଂ କିଛି ଦିନ ପର୍ଯ୍ୟନ୍ତ ଚାଲିଥାଏ । ଏହି ସେଲ୍ ୧୦-୨୧ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ଏହି ସେଲ୍ ସମୟରେ ଗ୍ରାହକ ନିଜ ଆବଶ୍ୟକ ଅନୁସାରେ ସମସ୍ତ ସାମଗ୍ରୀ କିଣିପାରିବେ । ତେବେ ସେଲର ଫାଇଦା ନେବା ପାଇଁ ପ୍ରାଇମ୍ ମେମ୍ବରସିପ୍ ନେବାକୁ ପଡିଥାଏ । ଏଥିରେ ଷ୍ଟେଟ୍ ବ୍ୟାଙ୍କ ଓ ଆଇସିଆଇସିଆଇର କାର୍ଡରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ରିହାତିର ମଧ୍ୟ ଫାଇଦା ଉଠାଇ ପାରିବେ ଗ୍ରାହକ । ଗ୍ରାହକ ଏହି ସେଲରେ ଲାପଟପ୍, ଟାବଲେଟ୍, ହେଡଫୋନ୍, ସ୍ମାର୍ଟଓ୍ବାଚ୍, ଏସି, ସ୍ମାର୍ଟଫୋନ୍ ଆଦି କିଣିପାରିବେ ।

ଅତ୍ୟଧିକ ଋଣ ଭାର ଯୋଗୁଁ ବିଷ ପିଇଲେ ମାଆ,ପୁଅ ! : ମାଆ ମୃତ,ପୁଅ ଗୁରୁତର

- Advertisement -

Hot this week

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

Related Articles

Popular Categories