ଅତ୍ୟଧିକ ଋଣ ଭାର ଯୋଗୁଁ ବିଷ ପିଇଲେ ମାଆ,ପୁଅ ! : ମାଆ ମୃତ,ପୁଅ ଗୁରୁତର
ନାକଟିଦେଉଳ : ବିଷ ପିଇଲେ ମାଆ ଏବଂ ପୁଅ। ତେବେ ଏହି ଘଟଣାରେ ବୁର୍ଲା ଡାକ୍ତରଖାନାରେ ମାଆ ଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଭାବେ ଅସୁସ୍ଥ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ପୋଡ଼ାଖୋଲ ଗାଁରେ। ମୃତକ ଜଣଙ୍କ ପୋଡ଼ାଖୋଲ ଗାଁର ଆନ୍ତର୍ଯ୍ୟାମୀ ପ୍ରଧାନଙ୍କ ସ୍ତ୍ରୀ ତାରା ପ୍ରଧାନ ଏବଂ ଗୁରୁତର ଅସୁସ୍ଥ ପୁଅ ତରୁଣ … Continue reading ଅତ୍ୟଧିକ ଋଣ ଭାର ଯୋଗୁଁ ବିଷ ପିଇଲେ ମାଆ,ପୁଅ ! : ମାଆ ମୃତ,ପୁଅ ଗୁରୁତର
Copy and paste this URL into your WordPress site to embed
Copy and paste this code into your site to embed