www.samajalive.in
Saturday, December 6, 2025
26.1 C
Bhubaneswar

ସରକାରୀ ଚାକିରୀ ସହ ଗ୍ରହମାନଙ୍କ ସମ୍ବନ୍ଧ

ପ୍ରାୟ ସମସ୍ତେ ସରକାରୀ ଚାକିରୀ ପାଇଁ ପ୍ରୟାସ କରି ଥାଆନ୍ତି। କିନ୍ତୁ ସରକାରୀ ଚାକିରୀ ସମସ୍ତଙ୍କ ଭାଗ୍ୟରେ ନଥାଏ। ଜାତକରେ ଗ୍ରହମାନଙ୍କ ଦଶା ଖରାପ ଥିଲେ ସରକାରୀ ଚାକିରୀ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ସରକାରୀ ଚାକିରୀ କରିବା ପାଇଁ କିଛି ଉପାୟ କରିବାକୁ ପଡିଥାଏ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ କ’ଣ ..

ସରକାରୀ ଚାକିରୀ ନ ମିଳିବାର କାରଣ ..

- Advertisement -

ସରକାରୀ ଚାକିରୀ ପାଇଁ ଅନେକ ପରିଶ୍ରମ କରିବାକୁ ପଡିଥାଏ।

ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜଭୂତ ଥିଲେ ପିତାଙ୍କୁ ସମ୍ମାନ କରିଥାନ୍ତି। ଏପରି କରିବା ଦ୍ବାରା ସରକାରୀ ଚାକିରୀ ମିଳିଥାଏ ବୋଲି କୁହାଯାଇଛି। ଘରର ପୂର୍ବ ଦିଗ ସଫାସୁତୁରା ନ ରହିବା ଦ୍ବାରା ମଧ୍ୟ ସରକାରୀ ଚାକିରୀରେ ବାଧା ଉତ୍ପନ୍ନ ହୋଇଥାଏ। ତେଣୁ ଘରର ପୂର୍ବ ଦିଗକୁ ସର୍ବଦା ସଫାସୁତୁରା ରଖନ୍ତୁ।

ପ୍ରାତଃ କାଳରେ ଶୀଘ୍ର ନ ଉଠିବା କାରଣରୁ ମଧ୍ୟ ଚାକିରୀ କ୍ଷେତ୍ରରେ ସମସ୍ୟା ଦେଖା ଦେଇଥାଏ। ତେଣୁ ପ୍ରାତଃ ସମୟରେ ଶୀଘ୍ର ଉଠନ୍ତୁ।

ଜାଣନ୍ତୁ କେଉଁ ଗ୍ରହ କାରଣରୁ ଚାକିରୀରେ ବାଧା ଉପୁଜିଥାଏ ..

ଜନ୍ମ ଜାତରେ ରାହୁ, କେତୁ ଓ ସୂର୍ଯ୍ୟଙ୍କ ଦଶା ଖରାପ ଥିଲେ ଚାକିରୀରେ ଅନେକ ସମସ୍ୟା ଦେଖା ଦେଇଥାଏ। ଜାତକରେ ବୃହସ୍ପତିଙ୍କ ସ୍ଥିତି ଭଲ ରହିଲେ ଚାକିରୀ ଶୀଘ୍ର ମିଳିବା ସହ ଏଥିରେ ଉନ୍ନତି ମଧ୍ୟ ହୋଇଥାଏ। ଏହାସହ ଶନିଙ୍କ ଦଶା ଖରାପ ଥିଲେ ଚାକିରୀରେ ସମସ୍ୟା ଦେଖା ଦେଇଥାଏ।

ସରକାରୀ ଚାକିରୀ ପାଇବାର ଉପାୟ ..

ପ୍ରାତଃ ସମୟରେ ଶୀଘ୍ର ଉଠି ନିତ୍ୟକାମ ସାରି ଦିଅନ୍ତୁ। ତାପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଜଳ ଅର୍ପଣ କରିବା ସମୟରେ ନାରଙ୍ଗୀ କିମ୍ବା ଲାଲ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ। ସର୍ବଦା ତମ୍ବାର ଢାଳରେ ଜଳ ଅର୍ପଣ କରିବା ଉଚିତ। ପ୍ରତିଦିନ ନିଜ ପିତାମାତାଙ୍କ ପାଦ ସ୍ପର୍ଶ କରନ୍ତୁ।

ତାଳପତ୍ରରେ ଲାଲ ରଙ୍ଗରେ ଗାୟତ୍ରୀ ମନ୍ତ୍ର ଲେଖି ନିଜ ପର୍ସ ରଖନ୍ତୁ। ସୂର୍ଯ୍ୟଙ୍କ ସମ୍ମୁଖରେ ଲାଲ ଚନ୍ଦନର ମାଳା ଧାରଣ କରି ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଜାତକ ଦେଖାଇ ମାଣିକ୍ୟ କିମ୍ବା ଶୁଦ୍ଧ ନିଲମ ଧାରଣ କରନ୍ତୁ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories