www.samajalive.in
Saturday, December 6, 2025
15.1 C
Bhubaneswar

ବାରିପଦା ସାଇ ନର୍ସିଂ ହୋମ୍‌ରେ ନିଆଁ, ସମସ୍ତ ରୋଗୀ ସୁରକ୍ଷିତ

ବାରିପଦା;  ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ,ସମସ୍ତ ରୋଗୀ ସୁରକ୍ଷିତ।  ବାରିପଦା ସହରର କେନ୍ଦ୍ରୀୟ ସ୍ଥଳରେ ଥିବା ସାଇ ହସ୍ପିଟାଲରେ ଆଜି ଭୋର ୩ଟା ୫୫ ମିନିଟରେ ହସ୍ପିଟାଲର ଦ୍ବିତୀୟ ମହଲାର ଆଇସିୟୁ ଡ୍ୟୁଟି ରୁମରେ ନିଆଁ ଲାଗିବା ସହିତ ସମ୍ପୂର୍ଣ୍ଣ ଧୁଆଁ ମୟ ହୋଇଯାଇଥିଲା।  ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା।  ଏସିରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବାର କୁହାଯାଉଥିଲେ ମଧ୍ୟ ବିଭାଗୀୟ ତଦନ୍ତ ପରେ ହିଁ ପ୍ରକୃତ କାରଣ ପଡିବ । ସମସ୍ତ ରୋଗୀ ସୁରକ୍ଷିତ ରହିଛନ୍ତି।  କିନ୍ତୁ ଏସି ସମେତ ବିଭିନ୍ନ ସମାଗ୍ରୀ ପୋଡି ଯାଇଥିବା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories