www.samajalive.in
Saturday, December 13, 2025
21.1 C
Bhubaneswar

ଏବେ ବି ରହିଛି କରୋନା ପ୍ରାର୍ଦୁଭାବ: ସପ୍ତାହକୁ ପ୍ରାଣ ହରାଉଛନ୍ତି ୧୭୦୦

ନୂଆଦିଲ୍ଲୀ : ଏବେ ବି ବିଶ୍ବ‌େ‌ର କରୋନାର ପ୍ରାଦୁର୍ଭାବ ରହିଛି। ପ୍ରତି ସପ୍ତାହରେ କରୋନାରେ ୧୭୦୦ ଲୋକଙ୍କ ଜୀବନହାନି ଘଟୁଛି। କରୋନା ଭୂତାଣୁର ଏଚ୍‌୫ଏନ୍‌୧ ପ୍ରକରଣ ଅଧିକ ଘାତକ ହୋଇରହିଛି। ଏହି ପରିପ୍ରେକ୍ଷୀରେ ଆଶଙ୍କାରେ ଥିବା ଲୋକେ ଟିକା ନେବାରେ ଅବହେଳା ନକରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପରାମର୍ଶ ଦେଇଛି। ବିଶେଷ କରି ୬୦ ବର୍ଷର ଅଧିକ ଓ ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ବିପଦ ରହୁଥିବା ଓ ସେମାନେ ଅଧିକ ଭାବେ ଏହି ରୋଗର ଶିକାର ହେଉଥିବା ହୁ’ କହିଛି। ଏହାର ମୁକାବିଲା ପାଇଁ ବିପଦାପନ୍ନ ବ୍ୟକ୍ତି ପ୍ରଥମ ଟିକା ନେବାର ୧୨ ମାସ ମଧ୍ୟରେ ଦ୍ବିତୀୟ ଟିକା ନେବା ପାଇଁ ହୁ’ କହିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ରେ କରୋନା ଠାବ ହେବା ପରଠାରୁ ୨୦୨୧ ମଧ୍ୟରେ ଲୋକଙ୍କ ଜୀବନ ଧାରଣ ଅବଧି ୧.୮ ବର୍ଷ ହ୍ରାସ ପାଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories