www.samajalive.in
Saturday, December 6, 2025
26.1 C
Bhubaneswar

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଶେଷ ଦିନ : ଆଜି ନାଇଜରର ୧୩ତମ ସ୍ନାତକ ସମାରୋହରେ ହେବେ ମୁଖ୍ୟ ଅତିଥି

ଭୁବନେଶ୍ଵର: ରାଷ୍ଟ୍ରପତିଙ୍କ ଚାରି ଦିନିଆ ଓଡିଶା ଗସ୍ତର ଆଜି ଶେଷ ଦିନ। ଆଜି ଖୋର୍ଦ୍ଧା ଜଟଣୀ ସ୍ଥିତ ନାଇଜରରେ ରହିଛି ରାଷ୍ଟ୍ରପତିଙ୍କର କାର୍ଯ୍ୟକ୍ରମ। ନାଇଜରର ୧୩ତମ ସ୍ନାତକ ସମାରୋହ ବା ଗ୍ରାଜୁଏସନ୍ ସେରେମନିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯକ୍ରମ ସରିବା ପରେ ସେ ଦିଲ୍ଲୀ ଫେରିଯିବେ। ଏହି ଚାରି ଦିନିଆ ଗସ୍ତରେ ପୁରୀ ରଥଯାତ୍ରା ଦେଖିବା ସହ ବେଳାଭୂମିରେ ପ୍ରାତଃ ଭ୍ରମଣ କରିଥିଲେ ରାଷ୍ଟ୍ରପତି। ପ୍ରଥମ ରାଷ୍ଟ୍ରପତି ଭାବରେ ଘୋଷଯାତ୍ରାରେ ସାମିଲ ହୋଇଥିଲେ ମହାମହିମ। ଏଥିସହିତ ଭୁବନେଶ୍ଵରରେ ଉଦୟଗିରି ଗୁମ୍ପା ବୁଲିଥିଲେ ଏବଂ ଭୁବନେଶ୍ଵରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories