www.samajalive.in
Saturday, December 6, 2025
15.1 C
Bhubaneswar

ସବୁ ବିଜେଡି କର୍ପୋରେଟର ଏକାଠି ଅଛନ୍ତି- ମେୟର

ଭୁବନେଶ୍ୱର: ବିଜେଡି କର୍ପୋରେଟର ବିବାଦ ନେଇ ଚର୍ଚ୍ଚା ଭିତରେ ଆଜି ମୁହଁ ଖୋଲିଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ୫୭ଜଣ କର୍ପୋରେଟର ସମସ୍ତେ ଏକାଠି ଅଛୁ । ସବୁ ବିଜେଡି କର୍ପୋରେଟର ଏକାଠି ଅଛନ୍ତି । ଯେଉଁମାନେ ବିଭୀଷଣ କଥା କହୁଛନ୍ତି ସେକଥା ସେମାନେ କହିପାରିବେ । କାହାର ବ୍ୟକ୍ତିଗତ ରାଗରୁଷା ରହିଛି ସେ ମୁଁ କହିପାରିବି ନାହିଁ ବୋଲି ମେୟର କହିଛନ୍ତି ।P

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories