www.samajalive.in
Saturday, December 6, 2025
17.1 C
Bhubaneswar

ଭାରତୀୟ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ: ଚକ୍‍ ଦେ ଇଣ୍ଡିଆ ଗୀତରେ ନାଚିଲେ

ନୂଆଦିଲ୍ଲୀ: ସ୍ୱଦେଶ ଫେରିଛନ୍ତି ଭାରତୀୟ ଖେଳାଳି । ବାର୍ବଡସରେ ଫସି ରହିଥିବା ଟି-୨୦ ବିଶ୍ୱ ଚାମ୍ପିୟନ ଟିମ ଇଣ୍ଡିଆର ଖେଳାଳିମାନେ ଭାରତ ଫେରିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଖେଳାଳିଙ୍କୁ ସ୍ୱାଗତ କରିବା ଲାଗି ପ୍ରଶଂସକମାନେ ବ୍ୟାଣ୍ଡ ବାଜା ନେଇ ପ୍ରସ୍ତୁତ ହୋଇଥିଲେ । ଖେଳାଳି ପହଞ୍ଚିବା ମାତ୍ରେ ଚକ ଦେ ଇଣ୍ଡିଆ ଗୀତରେ ଧୁମ ନାଚିବା ସହ ସମସ୍ତ ଖେଳାଳିଙ୍କୁ ମଧ୍ୟ ନଚାଇଥିଲେ । ଏହି ସମୟରେ ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତଙ୍କ ନୃତ୍ୟ ଦେଖି ପ୍ରଶଂସକ ବି ବେଶ ଖୁସି ହୋଇଛନ୍ତି । ପଞ୍ଜାବୀ ଧୁମରେ ଖେଳାଳି ମାନେ ଏଭଳି ନୃତ୍ୟ କରିଥିଲେ ଯେ ଉପସ୍ଥିତ ଜନତା ଖୁସି ହୋଇଯାଇଥିଲେ ।

- Advertisement -

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories