www.samajalive.in
Saturday, December 6, 2025
14.1 C
Bhubaneswar

ଜୁଲାଇ ୫ରେ ଅଦ୍ଭୁତ ସଂଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବଦଳିବ ଭାଗ୍ୟ..

ଆଷାଢ ମାସ ଆରମ୍ଭ ହୋଇଛି। ଜୁଲାଇ ୫ରେ ଆଷାଢ ମାସର ଅମାବାସ୍ୟା। ହିନ୍ଦୁ ଧର୍ମରେ ଅମାବାସ୍ୟା ତିଥିର ଅନେକ ମହତ୍ତ୍ୱ ରହିଛି। ଏହି ଦିନ ପୂର୍ବ ପୁରୁଷଙ୍କୁ ତର୍ପଣ ଅର୍ପଣ କରାଯାଏ। ତାଙ୍କ ପାଇଁ ଦାନ ମଧ୍ୟ କରାଯାଏ। ଏହାଦ୍ୱାରା ପୂର୍ବ ପୁରୁଷଙ୍କ ଆଶୀର୍ବାଦ ମିଳିଥାଏ। ଆଷାଢ ମାସର ଅମାବାସ୍ୟା ଦିନ ଭଗବାନ ଶିବ, ପ୍ରଭୁ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ। ଏହାସହ ଶନିଙ୍କ ବକ୍ର ଚଳନ ମଧ୍ୟ ଆରମ୍ଭ ହୋଇ ସାରିଛି। ଶନିଙ୍କ କୃପା ମଧ୍ୟ ଏହି ମାସରେ ମିଳିବ। ଜୁଲାଇ ୫ରୁ ଏହି ରାଶିଙ୍କ ଭାଗ୍ୟ ବଦଳିବ..

ମିଥୁନ – ଆଷାଢ ଅମାବାସ୍ୟାରେ ସୃଷ୍ଟି ହେବାକୁ ଥିବା ଶୁଭ ଯୋଗ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍ ଶୁଭଙ୍କର। ଏହି ରାଶିଙ୍କର ଉନ୍ନତି ହେବ। ଶୁଭ ଖବର ମିଳିବ। ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ। ବ୍ୟବସାୟୀ ଖୁବ୍ ଲାଭବାନ୍ ହେବେ। ସମ୍ପର୍କରେ ମଧୁରତା ରହିବ।

ଆରମ୍ଭ ହେଲା ଶନିଙ୍କ ବକ୍ର ଚଳନ ; ଏହି ରାଶିଙ୍କ ବଦଳିଯିବ ଭାଗ୍ୟ, ମିଳିବ ଧନ ହିଁ ଧନ..

- Advertisement -

ମକର – ଆଷାଢ ଅମାବାସ୍ୟା ଦିନ ଠାରୁ ମକର ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ହେବ। ଏମାନଙ୍କ ଭାଗ୍ୟ ଚମକିବ। ଶୁଭ ଖବର ମିଳିବ। ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ସଭିଁଙ୍କ ସହଯୋଗ ମିଳିବ। ଉତ୍ତମ ସମୟ ଅତିବାହିତ କରିବେ।

କୁମ୍ଭ – ଏହି ରାଶି ବ୍ୟକ୍ତି ବିଶେଷ ମଧ୍ୟ ଲାଭବାନ୍ ହେବେ। ପରିଶ୍ରମର ଫଳ ମିଳିବ। ନୂତନ ଚାକିରିର ସୁଯୋଗ ମିଳିବ। ଘରେ ହସଖୁସିର ବାତାବରଣ ରହିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories