ଆରମ୍ଭ ହେଲା ଶନିଙ୍କ ବକ୍ର ଚଳନ ; ଏହି ରାଶିଙ୍କ ବଦଳିଯିବ ଭାଗ୍ୟ, ମିଳିବ ଧନ ହିଁ ଧନ..

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ବିଶେଷ ସ୍ଥାନ ପ୍ରାପ୍ତ ହୋଇଛି। ଜୁଲାଇ ୧ ଠାରୁ ଶନିଙ୍କ ବକ୍ର ଚଳନ ଆରମ୍ଭ ହୋଇଛି। ୧୪ ନଭେମ୍ବର ପର୍ଯ୍ୟନ୍ତ ବକ୍ରୀ ରହିବେ। ଶନି କୁମ୍ଭ ରାଶିରେ ବକ୍ରୀ ହେବା ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ। ଶନିଙ୍କ ଶୁଭ ଦୃଷ୍ଟି ନ ରହିଲେ ବ୍ୟକ୍ତି ଜୀବନରେ ଅନେକ ସମସ୍ୟା ଲାଗି ରହିଥାଏ। ମାତ୍ର ଶୁଭ ଦୃଷ୍ଟି ରହିଲେ ବ୍ୟକ୍ତିଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହୋଇଥାଏ। କେଉଁ ରାଶିଙ୍କ ଚମକିବ … Continue reading ଆରମ୍ଭ ହେଲା ଶନିଙ୍କ ବକ୍ର ଚଳନ ; ଏହି ରାଶିଙ୍କ ବଦଳିଯିବ ଭାଗ୍ୟ, ମିଳିବ ଧନ ହିଁ ଧନ..