www.samajalive.in
Saturday, December 6, 2025
15.1 C
Bhubaneswar

ଥାଇରଏଡ ପାଇଁ ଶରୀରରେ ହୁଏ ଏସବୁ ପରିବର୍ତ୍ତନ, ମିଳେ ଏହି ସଙ୍କେତ.. 

ଭାରତ ସମେତ ଅଧିକାଂଶ ଦେଶରେ ଥାଇରଏଡ ସମସ୍ୟା ଖୁବ୍ ବୃଦ୍ଧି ପାଉଛି। ତେଣୁ ଏହି ରୋଗ ପାଇଁ ସାବଧାନତା ଅବଲମ୍ବନ କରିବା ସହ ସତର୍କ ରହିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସାଧାରଣତଃ ଓଜନ ବୃଦ୍ଧି ଓ ହରମୋନ ଅନିୟନ୍ତ୍ରିତ ହେବା କାରଣରୁ ଲୋକଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ଆମ ଗଳା ନିକଟରେ ଏକ ଗ୍ରନ୍ଥି ଅଛି ଯେଉଁଠାରେ ହରମୋନ୍ ଉତ୍ପନ୍ନ ହୁଏ। ଏହି କାରଣରୁ, ଦୁଇ ପ୍ରକାରର ସମସ୍ୟା ଦେଖାଯାଏ, ଯାହାକୁ ହାଇପରଥାଇରଏଡିଜିମ୍ ଏବଂ ହାଇପୋଥାଇରଏଡିଜିମ୍ କୁହାଯାଏ। ଏହାର ଅର୍ଥ ଅଧିକ କିମ୍ବା କମ୍ ଥାଇରଏଡ୍ ରହିବା ଉଭୟ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ନୁହେଁ। କେମିତି ଜାଣିବେ..

- Advertisement -

ଅତ୍ୟଧିକ କେଶ ଝଡିବା..

ଉତ୍ତମ ନିଦ ନହେବା

ବ୍ୟସ୍ତତା ଓ ଚିଡଚିଡ୍ ହେବା

ଅତ୍ୟଧିକ ଝାଳ ବୋହିବା

ହାତପାଦ ଥରିବା

ଅତ୍ୟଧିକ ଭୋକ ଲାଗିବା

ଓଜନ ହ୍ରାସ ହେବା

ମାଂସପେଶୀରେ ଯନ୍ତ୍ରଣା ଓ ଦୁର୍ବଳ ଅନୁଭବ ହେବା

ଥାଇରଏଡ ରୋଗୀଙ୍କ ପାଇଁ ପଇଡ ପାଣି ଖୁବ୍ ଉପକାରୀ। ଏହାଦ୍ୱାରା ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ।

ଯେଉଁମାନେ ଥାଇରଏଡ ପାଇଁ ଚିନ୍ତିତ, ସେମାନଙ୍କୁ ନିୟମିତ ଖାଦ୍ୟରେ ଆୟୋଡିନ୍ ସାମିଲ କରିବା ଉଚିତ୍।

ଆଉ ମାତ୍ର ୨୪ ଘଣ୍ଟା ପରେ ଏହି ରାଶିଙ୍କ ଭାଗ୍ୟ ଚମକାଇବେ ବୁଧ, ମିଳିବ ଧନ, ଚାକିରି..

ଅଁଳା – ଅଁଳାକୁ ଅନେକ ରୋଗର ଦୂର ପାଇଁ ବ୍ୟବହାର କରାଯାଉଥିବା ବେଳେ ସ୍ୱାସ୍ଥ୍ୟ ପାଇଁ ଏହାକୁ ରାମବାଣ କୁହାଯାଏ। ଥାଇରଏଡ ସମସ୍ୟା ଦୂର କରିବା ସହ ଅଁଳା ଜୁସ୍, ଏହାର ଗୁଣ୍ଡ କିମ୍ବା ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇ ପାରିବେ।

କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଆହାର ବୋଲି କୁହାଯାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରେ ଥିବା ଭିଟାମିନ୍, ମିନେରଲ୍ସ ଓ କ୍ୟାଲସିୟମ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଥାଇରଏଡ ରୋଗୀଙ୍କ ପାଇଁ ଏହା ଖୁବ୍ ଲାଭଦାୟକ।

ବାସ୍ ଘରେ ଏହି ଜିନିଷ ରହିଲେ ବିଳମ୍ବରେ ହୁଏ ଚାକିରି, ବିବାହ, ଲାଗି ରହେ ଅସଫଳତା..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories