ବାସ୍ ଘରେ ଏହି ଜିନିଷ ରହିଲେ ବିଳମ୍ବରେ ହୁଏ ଚାକିରି, ବିବାହ, ଲାଗି ରହେ ଅସଫଳତା..

ସାଧାରଣତଃ ଦେଖାଯାଏ ଘରେ ଏଭଳି କେତେକ ଜିନିଷ ରହିଛି, ଯାହାର ବ୍ୟବହାର ଖୁବ୍ କମ୍ ହୋଇଥାଏ। ମାତ୍ର ବର୍ଷ ବର୍ଷ ଧରି ଏହାକୁ ଘରେ ରଖାଯାଏ। ମାତ୍ର ସେଭଳି କିଛି ଜିନିଷ ସିଧାସଳଖ ଜୀବନ ଉପରେ କୁପ୍ରଭାବ ପକାଇଥାଏ। ଜୀବନରେ ସମସ୍ୟା ଲାଗି ରହିଥାଏ। ଘରକୁ ସୁରକ୍ଷା ଦେବା ପାଇଁ ତାଲାର ପ୍ରୟୋଗ କରାଯାଏ। ମାତ୍ର ଘରେ ଏପରି କିଛି ତାଲା ଥାଏ, ଯାହାର ଚାବି ହଜିଯାଏ। ଏହାପରେ ତାଲା ସଠିକ୍ ଭାବେ କାମ କରିନଥାଏ। ତାଲା … Continue reading ବାସ୍ ଘରେ ଏହି ଜିନିଷ ରହିଲେ ବିଳମ୍ବରେ ହୁଏ ଚାକିରି, ବିବାହ, ଲାଗି ରହେ ଅସଫଳତା..