www.samajalive.in
Saturday, December 6, 2025
16.1 C
Bhubaneswar

ଜୁନରେ ବୁଧ-ଶୁକ୍ର ଏକାଠି ; ଏହି ୩ ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ, ବଢିବ ଦରମା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହଙ୍କ ରାଶି ପରିବର୍ତ୍ତନ ସମସ୍ତ ରାଶିର ଜାତକରେ ପଡିଥାଏ। କାହା ପାଇଁ ଶୁଭ ଓ କାହା ପାଇଁ ମଧ୍ୟମ। ଜୁନ୍ ମାସ ଖୁବ୍ ମହତ୍ତ୍ୱପୂର୍ଣ୍ଣ। ଏହି ମାସରେ କିଛି ଗ୍ରହଙ୍କ ରାଶି ପରିବର୍ତ୍ତନ କାରଣରୁ ବିଶେଷ ଯୋଗ ସୃଷ୍ଟି ହେଉଛି। ଜୁନ୍ ୧୨ ସନ୍ଧ୍ୟାରେ ଶୁକ୍ର ଗ୍ରହ ମିଥୁନ ରାଶିରେ ପ୍ରବେଶ କରିଛନ୍ତି। ୧୪ ଜୁନରେ ଗ୍ରହଙ୍କ ରାଜକୁମାର ବୁଧ ଗ୍ରହ ମିଥୁନ ରାଶିରେ ପ୍ରବେଶ କରିଛନ୍ତି। ଏହି ୨ ଗ୍ରହ ଏକାଠି ହେବା ଦ୍ୱାରା ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି ହୋଇଛି। ଏହି ଯୋଗ ୩ ରାଶିଙ୍କ ପାଇଁ ଖୁବ୍ ଶୁଭଙ୍କର। ଜାଣନ୍ତୁ ସେହି ୩ ରାଶି ବିଷୟରେ..

ମିଥୁନ – ବୁଧ ଓ ଶୁକ୍ର ଗ୍ରହ ଏକାଠି ହେବା ପରେ ଲକ୍ଷ୍ମୀ ନାରାୟଣ ଯୋଗ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଙ୍କର। ଆୟର ନୂତନ ରାସ୍ତା ସାମ୍ନାକୁ ଆସିବ। ଆର୍ଥିକ କ୍ଷେତ୍ରରେ ଶୁଭ ପରିବର୍ତ୍ତନ ହେବ। ନିବେଶ ପାଇଁ ସମୟ ଉତ୍ତମ। ଏହାର ଫଳ ଭବିଷ୍ୟତରେ ମିଳିବ। ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ମଜଭୂତ ହେବ। ପରିବାର ସହ କୌଣସି ଯାତ୍ରାରେ ଯାଇପାରିବେ।

- Advertisement -

ସିଂହ – ମିଥୁନ ରାଶିରେ ହୋଇଥିବା ଲକ୍ଷ୍ମୀ ନାରାୟଣ ଯୋଗ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ଖବର ଆଣିବ। ଚାକିରି କ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ। ଆର୍ଥିକ କ୍ଷେତ୍ରରେ ଶୁଭ ପରିବର୍ତ୍ତନ ହେବ। ବ୍ୟବସାୟୀ ଲାଭବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସମସ୍ୟା ଦୂର ହେବ। ସମ୍ପର୍କରେ ମଧୁରତା ରହିବ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷ ଲକ୍ଷ୍ମୀ ନାରାୟଣ ଯୋଗ ଫଳରେ ଅଧିକ ଲାଭବାନ୍ ହେବେ। ଅଟକି ଥିବା କାମ ପୂରଣ ହେବ। ସଫଳତା ପ୍ରାପ୍ତି ହେବ। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ପଦନ୍ନୋତି ହେବ। ଦରମା ବୃଦ୍ଧି ହୋଇପାରେ। ମାନସିକ ଦୁଃଶ୍ଚିନ୍ତା ଦୂର ହେବ।

ଆପଣ ଖାଉଛନ୍ତି କି ଏମିତି ପିଆଜ ; ଜାଣନ୍ତୁ ହେବ କି କି କ୍ଷତି..

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories