ଆପଣ ଖାଉଛନ୍ତି କି ଏମିତି ପିଆଜ ; ଜାଣନ୍ତୁ ହେବ କି କି କ୍ଷତି..

ପ୍ରତ୍ୟେକଙ୍କ ଘରେ ପିଆଜ ବ୍ୟବହାର କରାଯାଏ। ଅଧିକାଂଶ ବ୍ୟଞ୍ଜନରେ ପିଆଜ ବ୍ୟବହାର କରିବା ଦ୍ୱାରା ଏହାର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ। ସାଲାଡରେ ମଧ୍ୟ ପିଆଜ ବ୍ୟବହାର କରାଯାଏ। କଞ୍ଚା ପିଆଜ ଖାଆନ୍ତୁ କିମ୍ବା ତରକାରୀରେ ବ୍ୟବହାର ହୋଇଥିବା ପିଆଜ, ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ପିଆଜରେ ଅନେକ ପୋଷକ ତତ୍ତ୍ୱ ରହିଛି। ଯେପରି ପୋଟାସିୟମ, ସୋଡିୟମ, ଭିଟାମିନ୍ ସି, ବି୬, ଡି, କ୍ୟାଲସିୟମ, ମେଗ୍ନେସିୟମ, ଆଇରନ ଆଦି ରହିଛି। ତେବେ ଅନେକ ସମୟରେ ପିଆଜ କାଟିବା … Continue reading ଆପଣ ଖାଉଛନ୍ତି କି ଏମିତି ପିଆଜ ; ଜାଣନ୍ତୁ ହେବ କି କି କ୍ଷତି..