କାନିମୋଝି ହେଲେ ଡିଏମକେ ସଂସଦୀୟ ଦଳ ନେତା

ଡେସ୍କ: ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କଡ଼ଗମ (ଡିଏମକେ)ର ଅଧ୍ୟକ୍ଷ ଏମକେ ଷ୍ଟାଲିନ ଥଥୁକୁଡି ଆସନରୁ ସାଂସଦ ଥିବା କାନିମୋଝିଙ୍କୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦଳର ସଂସଦୀୟ ଦଳର ନେତା ଘୋଷଣା କରିଛନ୍ତି। ଏହା ସହିତ ଟିଆର ବାଲୁଙ୍କୁ ଲୋକସଭା ଏବଂ ତିରୁଚି ଶିବାଙ୍କୁ ରାଜ୍ୟସଭାରେ ଦଳର ନେତା ଘୋଷଣା କରାଯାଇଛି।

ପରିବର୍ତ୍ତନର ମଙ୍ଗ ଧରିବେ ମୋହନ, ପ୍ରଭାତୀ ଓ କନକବର୍ଦ୍ଧନ

ସେହିପରି ଡିଏମକେ ସାଂସଦ ଦୟାନିଧି ମାରନଙ୍କୁ ଲୋକସଭାର ଉପନେତା ଏବଂ ସାଂସଦ ଏମ ସଂମୁଗମଙ୍କୁ ରାଜ୍ୟସଭାର ଉପନେତା ଘୋଷଣା କରାଯାଇଛି। ସେହିପରି ସାଂସଦ ଏ. ରାଜା ଲୋକସଭାରେ ଡିଏମକେର ସଚେତକ ହେବେ। ସାଂସଦ ପି. ବିଲସନ ରାଜ୍ୟସଭାର ଦଳୀୟ ସଚେତକ ହେବେ।

Comments are closed.