ପରିବର୍ତ୍ତନର ମଙ୍ଗ ଧରିବେ ମୋହନ, ପ୍ରଭାତୀ ଓ କନକବର୍ଦ୍ଧନ

ମୋହନ ଚରଣ ମାଝୀ (ମନୋନୀତ ମୁଖ୍ୟମନ୍ତ୍ରୀ) ମୋହନ ଚରଣ ମାଝୀ ଓଡିଶାର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ହେବେ। ଆଜି ଭୁବନେଶ୍ୱର ଠାରେ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଜେପିର ବରିଷ୍ଠ ସଦସ୍ୟ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲେ। କେନ୍ଦୁଝର ବିଧାନସଭା ଆସନରୁ ଚାରି ଚାରି ଥର ବିଧାୟକ ଭାବେ ନିର୍ବାଚିତ ୫୨ ବର୍ଷୀୟ ଶ୍ରୀ ମାଝୀ ରାଜ୍ୟରେ … Continue reading ପରିବର୍ତ୍ତନର ମଙ୍ଗ ଧରିବେ ମୋହନ, ପ୍ରଭାତୀ ଓ କନକବର୍ଦ୍ଧନ