www.samajalive.in
Saturday, December 6, 2025
14.1 C
Bhubaneswar

ଶନି କରିବେ ବିପରୀତ ଚଳନ ; ଏହି ରାଶିଙ୍କର ୫ ମାସ ପର୍ଯ୍ୟନ୍ତ ରହିବନି ଅଭାବ..

ଶନି ଦେବଙ୍କୁ କର୍ମଫଳ ଦାତା କୁହାଯାଏ। ଶନିଙ୍କ କୃପାରୁ ରାଜା ଭଳି ଜୀବନ ମିଳିବା ସହ ଧନୀ ହୋଇଥ।ଆନ୍ତି। ସେଥିପାଇଁ କୁହାଯାଏ ଶନି ଦରିଦ୍ରଙ୍କୁ ରାଜା କରି ପାରନ୍ତି, ରାଜାକୁ ଦରିଦ୍ର କରି ପାରନ୍ତି। ଶନି ଅନେକ ସମୟରେ ବିଭିନ୍ନ ରାଶିରେ ଉଦୟ, ଅସ୍ତ ସହ ବକ୍ରୀ ହୋଇଥାଆନ୍ତି। ୩୦ ଜୁନରେ ଶନି ବକ୍ରି ଚଳନ କରିବା ଆରମ୍ଭ କରିବେ। ଶନିଙ୍କ ବିପରୀତ ଚଳନ ୧୫ ନଭେମ୍ବର ପର୍ଯ୍ୟନ୍ତ ରହିବ। ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଏହି ଚଳନ ଭାଗ୍ୟ ବଦଳାଇବ..

ତୁଳା – ଶନିଙ୍କ ଚଳନରେ ଆଗାମୀ ୫ ମାସ ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। ଶନିଙ୍କ ଶୁଭ ପ୍ରଭାବରୁ ଅନେକ କାର୍ଯ୍ୟରେ ସଫଳତା ମିଳିବ। ସମାଜରେ ପଦ-ପ୍ରତିଷ୍ଠା ବୃଦ୍ଧି ପାଇବ। ଆର୍ଥିକ କ୍ଷେତ୍ରରେ ଭାବିଚିନ୍ତି ନିବେଶ କରିବେ। ଟଙ୍କା ନିବେଶ ପାଇଁ ଅନେକ ସୁଯୋଗ ଆସିବ।

ବର୍ଷେ ପରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ଜୁନ୍ ୧୫ରୁ ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ..

- Advertisement -

ବିଛା – ଆଗାମୀ ୫ ମାସ ପର୍ଯ୍ୟନ୍ତ କୁମ୍ଭ ରାଶିରେ ଶନି ବିରାଜମାନ କରିବେ। ଏହି ଚଳନ ବିଛା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟକ। ଏହି ରାଶିଙ୍କୁ ଆର୍ଥିକ ଲାଭ ମିଳିବ। ବ୍ୟବସାୟୀ ଲାଭବାନ୍ ହେବେ। ପ୍ରେମ କ୍ଷେତ୍ରରେ ଉତ୍ଥାନ ପତନ ହୋଇପାରେ। ମାତ୍ର କଥାବାର୍ତ୍ତା ଦ୍ୱାରା ଏହା ଠିକ୍ ହୋଇଯିବ।

କନ୍ୟା – କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କୁ ୫ ମାସ ପର୍ଯ୍ୟନ୍ତ ଶୁଭ ଖବର ମିଳିବ। ଜୀବନରେ ସକରାତ୍ମକ ପ୍ରଭାବ ରହିବ। ପରିବାର ସଦସ୍ୟଙ୍କ ସହ ଭ୍ରମଣରେ ଯାଇପାରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories