www.samajalive.in
Saturday, December 6, 2025
16.1 C
Bhubaneswar

ବର୍ଷେ ପରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ଜୁନ୍ ୧୫ରୁ ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ..

ଦୀର୍ଘ ୧ ବର୍ଷ ପରେ ମିଥୁନ ରାଶିରେ ସୂର୍ଯ୍ୟ ଦେବତା ପ୍ରବେଶ କରିବେ। ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ଫଳରେ ଏହି ରାଶି ବ୍ୟକ୍ତି ବିଶେଷଙ୍କ ସୁନାଭଳି ଭାଗ୍ୟ ଚମକିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବତାଙ୍କ ରାଶି ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସୂର୍ଯ୍ୟ ବର୍ତ୍ତନମାନ ବୃଷ ରାଶିରେ ରହିଛନ୍ତି।
ସୂର୍ଯ୍ୟ ଦେବତା ୧୫ ଜୁନରେ ବୁଧଙ୍କ ରାଶି ମିଥୁନରେ ପ୍ରବେଶ କରିବାକୁ ଯାଉଛନ୍ତି। ସୂର୍ଯ୍ୟଙ୍କୁ ଶକ୍ତିର ମୁଖ୍ୟ ଆଧାର ବୋଲି ମାନ୍ୟତା ରହିଛି।

ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ମିଥୁନ ରାଶିରେ ଦୀର୍ଘ ୧ ବର୍ଷ ପରେ ହେବାକୁ ଯାଉଛି। ଯାହା ଖୁବ୍ ଖାସ୍। ଗ୍ରହଙ୍କ ରାଜା ସୂର୍ଯ୍ୟ ଦେବତାଙ୍କ ରାଶି ପରିବର୍ତ୍ତନ ୧୫ ଜୁନ ଠାରୁ କିଛି ରାଶିଙ୍କ ପାଇଁ ଶୁଭଙ୍କର।

- Advertisement -

ମେଷ – ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ୩ୟ ଭାଗରେ ହେବାକୁ ଯାଉଛି। ନୂତନ ଚାକିରି ମିଳିବାର ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ଅଧିକ ବିକାଶ କରି ପାରିବେ। ବ୍ୟବସାୟରେ ଲାଭବାନ୍ ହେବେ। ଆୟରେ ବୃଦ୍ଧି ହେବ।

ମିଥୁନ – ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଲଗ୍ନ ଭାଗରେ ହେବାକୁ ଯାଉଛି। ଭାଗ୍ୟର ସାଥ୍ ମିଳିବ। ସମସ୍ତ ଯୋଜନା ସଫଳ ହେବ। ଅଧିକ ଧନ ରୋଜଗାର କରିବେ। ସ୍ୱାସ୍ଥ୍ୟ ଉତ୍ତମ ରହିବ।

ଆପଣ ଖାଉଛନ୍ତି କି ଏମିତି ପିଆଜ ; ଜାଣନ୍ତୁ ହେବ କି କି କ୍ଷତି..

ସିଂହ – ସିଂହ ରାଶିଙ୍କ ପାଇଁ ମଧ୍ୟ ଶୁଭଙ୍କର। ସମସ୍ତ କାର୍ଯ୍ୟରେ ଉତ୍ତମ ଫଳ ମିଳିବ। ଯେତେ ପରିଶ୍ରମ କରିବେ ସେତେ ଲାଭ ମିଳିବ। ଚାକିରିରେ ପଦନ୍ନୋତି ହେବ। ବ୍ୟବସାୟରେ ଲାଭବାନ୍ ହେବେ।

ତୁଳା – ଏହି ରାଶିର ବ୍ୟକ୍ତି ବିଶେଷ ଖୁବ୍ ଟଙ୍କା ରୋଜଗାର କରିବେ। ଭଲ ଚାକିରି ମିଳିବ। ବିଦେଶ ଯିବାର ସମ୍ଭାବନା ରହିଛି। ଟଙ୍କା ମଧ୍ୟ ସଞ୍ଚୟ କରି ପାରିବେ।

କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ। ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories