ବର୍ଷେ ପରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ଜୁନ୍ ୧୫ରୁ ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ..

ଦୀର୍ଘ ୧ ବର୍ଷ ପରେ ମିଥୁନ ରାଶିରେ ସୂର୍ଯ୍ୟ ଦେବତା ପ୍ରବେଶ କରିବେ। ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ଫଳରେ ଏହି ରାଶି ବ୍ୟକ୍ତି ବିଶେଷଙ୍କ ସୁନାଭଳି ଭାଗ୍ୟ ଚମକିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବତାଙ୍କ ରାଶି ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସୂର୍ଯ୍ୟ ବର୍ତ୍ତନମାନ ବୃଷ ରାଶିରେ ରହିଛନ୍ତି। ସୂର୍ଯ୍ୟ ଦେବତା ୧୫ ଜୁନରେ ବୁଧଙ୍କ ରାଶି ମିଥୁନରେ ପ୍ରବେଶ କରିବାକୁ ଯାଉଛନ୍ତି। ସୂର୍ଯ୍ୟଙ୍କୁ ଶକ୍ତିର ମୁଖ୍ୟ ଆଧାର ବୋଲି ମାନ୍ୟତା ରହିଛି। ସୂର୍ଯ୍ୟଙ୍କ … Continue reading ବର୍ଷେ ପରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ଜୁନ୍ ୧୫ରୁ ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ..