www.samajalive.in
Saturday, December 6, 2025
14.1 C
Bhubaneswar

ବାଇକରେ ଲାଗିଛି ଟ୍ରାକ୍ଟର ଚକ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ବାଇକରେ ଟ୍ରାକ୍ଟର ଚକ ଲଗାଯିବା ନିଶ୍ଚିତ ଭାବେ ବିରଳ। ତେବେ ଟ୍ରାକ୍ଟର ଚକ ଲାଗିଥିବା ବାଇକ ରାସ୍ତାରେ ଗଡ଼ୁଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଭିଡିଓରେ ଜଣେ ବ୍ୟକ୍ତି ବାଇକରେ ଟ୍ରାକ୍ଟର ଚକ ଲଗାଇ ଦ୍ରୁତଗତିରେ ଯାଉଥିବା ଦେଖାଯାଇଛି। ବାଇକରେ ହ୍ୟାଣ୍ଡେଲ୍‌ ସହ ଷ୍ଟିୟରିଂ ମଧ୍ୟ ରହିଛି। ଏପରି ଅଜବ ବାଇକର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ୨ ଲକ୍ଷରୁ ଅଧିକ ବ୍ୟକ୍ତି ଦେଖି ସାରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories