www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭୟଭୀତ କରିବ ଏହି ଭିଡିଓ ; ବାଘ,ମଣିଷର ଲଢେଇ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କେତେବେଳେ କେଉଁ ଭିଡିଓ ଭାଇରାଲ ହେବ, ତାହା କହିବା ମୁସ୍କିଲ୍। ଅନେକ ଭିଡିଓ ଦେଖି ଭୟ ଲାଗିବା ସହ କିଛି ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏଭଳି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଭିଡିଓକୁ ଦେଖିବା ପରେ ଏହାକୁ ବିଶ୍ୱାସ କରିବେ ନାହିଁ। ଭିଡିଓଟି ଏକ ମଣିଷ ଓ ବାଘର ଲଢେଇର।


ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ, ଘରର ଏକ ଛାତରେ ବାଘ ଦେଖା ଯାଉଛି। ଯୁବକ ବାଘ ସହ ଲଢେଇ କରୁଛି। ଭିଡିଓରେ ଦେଖିପାରିବେ, ଛାତ ଉପରକୁ ବାଘ ଆସୁଛି। ଏହାପରେ ଯୁବକଙ୍କ ଉପରେ ଆକ୍ରମଣ କରୁଛି। ସେହି ସମୟରେ ବାଘ ତଳକୁ ଆସିବା ମାତ୍ରେ ଅନ୍ୟ ଜଣେ ଯୁବକ ବାଘକୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି। ଏହାପରେ ବାଘ ଘର ଭିତରକୁ ପଶି ଯାଉଥିବା ଦେଖାଯାଉଛି। ଭିଡିଓଟି କେଉଁ ସ୍ଥାନର ତାହା ଜଣାପଡି ନାହିଁ। ମାତ୍ର ସ୍ଥାନକୁ ଦେଖି ଏହା ଜଙ୍ଗଲ ନିକଟରେ ଥିବା ଏକ ଗାଁର ବୋଲି ଅନୁମାନ କରାଯାଉଛି।
ଭିଡିଓକୁ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେବା ସହ ଏଭଳି ଦୃଶ୍ୟ ଫିଲ୍ମରେ କେବଳ ଦେଖିଛନ୍ତି ବୋଲି କହିଛନ୍ତି।

ଜୁନ୍ ୨୦୨୪; ୫ ଗ୍ରହଙ୍କ ରାଶି ପରିବର୍ତ୍ତନ, ୫ରାଶିଙ୍କ ପୂରା ବଦଳି ଯିବ ଭାଗ୍ୟ, ସବୁ ଇଚ୍ଛା ହେବ ପୂରଣ..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories