୧୯ ତାରିଖରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ..
୧୯ ସନ୍ଧ୍ୟାରେ ପହଞ୍ଚିବେ..
୨୦ ତାରିଖ ସକାଳ ୮ଟାରେ ଯିବେ ପୁରୀ, ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପୁରୀରେ କରିବେ ରୋଡ୍ ଶୋ..
ଆସନ୍ତା ୨୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର..
୨୪ ତାରିଖରେ ଅବପାତର ରୂପ ନେବା ସମ୍ଭାବନା..
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା..
କିର୍ଗିଜସ୍ଥାନରେ ଛାତ୍ର ହିଂସା: ଭାରତୀୟ ଛାତ୍ରଙ୍କୁ ଘରୁ ନବାହାରିବାକୁ ପରାମର୍ଶ..
ଆଡଭାଇଜରୀ ଜାରି କଲେ ଭାରତ ସରକାର..
ଆଇପିଏଲ ମ୍ୟାଚରେ ଆଜି ହାଇଭୋଲଟେଜ୍ ଟକ୍କର..
ଆରସିବି ଏବଂ ଚେନ୍ନାଇ ମଧ୍ୟରେ ମୁକାବିଲା..
ଉଭୟ ଦଳ ପାଇଁ କର ବା ମର ସ୍ଥିତି, ଗତକାଲି ମୁମ୍ବାଇ ପାଇଁ ସଂଘର୍ଷପୂର୍ଣ୍ଣ ରହିଲା ମ୍ୟାଚ୍, ୧୮ ରନରେ ଜିତିଲା ଲକ୍ଷ୍ନୌ..



