www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ : ରାସ୍ତା ପାର୍ କରୁଛନ୍ତି ଏକାଠି ୧୪ ସିଂହୀ..

ନୂଆଦିଲ୍ଲୀ : ଏକ ଦୁର୍ଲ୍ଲଭ ଓ ଆକର୍ଷଣୀୟ ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓଟି ୧୪ ସିଂହୀ, ତା’ର ଶାବକ ସିଂହଙ୍କ ଦଳ ଗୁଜରାଟରେ ଗିର୍ ଜାତୀୟ ଉଦ୍ୟାନ ନିକଟରେ ଏକ ରାସ୍ତା ପାର୍ କରୁଥିବା ସମୟରେ କ୍ୟାମେରାରେ କଏଦ ହୋଇଛି। ଏହି ଆଶ୍ଚର୍ଯ୍ୟ କରୁଥିବା ଭିଡିଓ ରାଜ୍ୟର ଦକ୍ଷିଣ ଭାଗରେ ସ୍ଥିତ ଅମରେଲୀ ଜିଲାରେ ରାତିରେ ରେକର୍ଡ କରାଯାଇଛି।

ଶୁକ୍ରଙ୍କ ରାଶି ପରିବର୍ତ୍ତନ ; ଭାଗ୍ୟଶାଳୀ ହେବେ ଏହି ରାଶି, ହେବନି ପକେଟ୍ ଖାଲି, ମିଳିବ ଚାକିରି..

- Advertisement -


ଭିଡିଓ ଖୁବ୍ ଶୀଘ୍ର ଧ୍ୟାନ ଆକର୍ଷିତ କରିବା ସହ ପ୍ରକୃତିର ସୌନ୍ଦର୍ଯ୍ୟର ମନମୁଗ୍ଧ କରି ଦେଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ସଭିଁଙ୍କ ମନମୁଗ୍ଧ କରୁଛି। ଏଭଳି ଦୃଶ୍ୟ ଖୁବ୍ କମ୍ ଦେଖିବାକୁ ମିଳିଥାଏ।
ସିଂହୀ ଓ ତା’ଛୁଆର ଭିଡିଓ ନିୟମିତ ରୂପରେ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। କିଛି ଦିନ ପୂର୍ବରୁ ସିଂହୀ ଓ ତା’ ଛୁଆର ଏକ ମନମୋହୁ ଥିବା ଭିଡିଓ କ୍ୟାମେରାରେ କଏଦ ହୋଇଥିଲା।

ଦେଖନ୍ତୁ ଭିଡିଓ : ଏ ହେଉଛି ସ୍ମାର୍ଟ ହାତୀ..

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories