www.samajalive.in
Friday, December 5, 2025
20.1 C
Bhubaneswar

ମଙ୍ଗଳ-ରାହୁ ଏକାଠି ; କିଛି ଦିନରେ ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ସୁନାଭଳି ଚମକିବ ଭାଗ୍ୟ..

ସାରା ବ୍ରହ୍ମାଣ୍ଡରେ ଗ୍ରହଙ୍କ ସଂଖ୍ୟା ହେଉଛି ୯। ମାନ୍ୟତା ଅନୁଯାୟୀ, ଗ୍ରହ ନିଜର ରାଶି ପରିବର୍ତ୍ତନ କରିବା ଦ୍ୱାରା କିମ୍ବା ଗୋଟିଏ ରାଶିରେ ଏକାଠି ହେଲେ, ଉଭୟ ଶୁଭ ଓ ଅଶୁଭ ଫଳ ସହ ରାଜଯୋଗର ନିର୍ମାଣ ହୋଇଥାଏ। ଏହି ରାଜଯୋଗ ଫଳରେ ରାଶି ଉପରେ ଉଭୟ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପକାଇଥାଏ। କିଛି ଦିନ ପୂର୍ବରୁ ଗ୍ରହଙ୍କ ସେନାପତି ମଙ୍ଗଳ ଦେବ ମୀନ ରାଶିରେ ପ୍ରବେଶ କରିଛନ୍ତି। ସେଠାରେ ପୂର୍ବରୁ ହିଁ ରାହୁ ଗ୍ରହ ବିରାଜମାନ। ସେନାପତି ଓ ରାହୁ ଏକାଠି ହୋଇଛନ୍ତି। ଉଭୟ ଗ୍ରହ ମିଳନରେ କିଛି ରାଶିର ଆର୍ଥିକ ସ୍ଥିତି ଅଚାନକ ବଦଳି ଯିବ। ଜାଣନ୍ତୁ..

ଜାତକରେ ଏହି ସ୍ଥାନରେ ଶନି ରହିଲେ ରାଜା ଭଳି ମିଳେ ଜୀବନ, ହୋଇଥାଏ ଧନ ବୃଦ୍ଧି..

- Advertisement -

କର୍କଟ ରାଶି- କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ରାହୁ ଓ ମଙ୍ଗଳ ଏକାଠି ଖୁବ ଶୁଭଙ୍କର। ଯେଉଁମାନେ ଚାକିରି କରୁଛନ୍ତି, ସେମାନଙ୍କ ଚାକିରି ପରିବର୍ତ୍ତନର ଯୋଗ ରହିଛି। ଜୀବନରେ ଥିବା ସମସ୍ୟା ଦୂର ହେବ। ଜୀବନରେ ଖୁସି ପ୍ରବେଶ କରିଥାଏ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଉତ୍ତମ ରହିବ। ବିବାହିତ ଲୋକଙ୍କୁ ଶୁଭ ଖବର ମିଳିବ।

ସିଂହ ରାଶି – ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ମଙ୍ଗଳ ଓ ରାହୁ ଏକାଠି ଖୁବ ଶୁଭଙ୍କର। ସମସ୍ତ କଷ୍ଟରୁ ମୁକ୍ତି ମିଳିବ। ଯେଉଁମାନେ ଅନେକ ଦିନରୁ ରୋଗଗ୍ରସ୍ତ ରହିଛନ୍ତି,ସେମାନଙ୍କ ସ୍ୱାସ୍ଥ୍ୟରେ ଉତ୍ତମ ପରିବର୍ତ୍ତନ ହେବ। ମଙ୍ଗଳ ଓ ରାହୁଙ୍କ କୃପାରୁ ସୁଖସମୃଦ୍ଧି ବୃଦ୍ଧି ପାଇବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ବିଦେଶ ଯିବାର ସମ୍ଭାବନା ରହିଛି।

୧୨ ବର୍ଷ ପରେ ଗୁରୁ-ଶୁକ୍ର ଏକାଠିରେ ହେବ ଖାସ୍ ଯୋଗ,ସୁନାଭଳି ଚମକିବ ଏହି ରାଶିର ଭାଗ୍ୟ..

କୁମ୍ଭ ରାଶି – କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ମଙ୍ଗଳ ଦେବଙ୍କ କୃପାରୁ ନୂଆ ଯାନ କିଣି ପାରିବେ। ଏହାସହ ଘର ମଧ୍ୟ କିଣିପାରିବେ। ବିଦ୍ୟାର୍ଥୀ ଲାଭବାନ୍ ହେବେ। ବ୍ୟବସାୟୀଙ୍କୁ ଶୁଭଫଳ ପ୍ରାପ୍ତି ହେବ।

ବୃହସ୍ପତି ଚଳନ : ୧୨ ବର୍ଷ ପରେ ବୃଷ ରାଶିରେ ଦେବଗୁରୁ, ୧୨ ରାଶିରେ ପ୍ରଭାବ.. କେତେ ଶୁଭ..

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories