ତାତିରୁ ତ୍ରାହି ଦେବ କାଳବୈଶାଖୀ ; ଏହି ତାରିଖରୁ ଭିଜିବ,କମିବ ତାତି..

ଭୁବନେଶ୍ୱର : ତାତିରୁ ତ୍ରାହି ଦେବ କାଳବୈଶାଖୀ। ମିଳିବ ଆଶ୍ୱସ୍ତି। ମେ ୫ ପରଠାରୁ ତାତି କମିବା ସମ୍ଭାବନା ରହିଛି। ଏନେଇ ଗୁରୁବାର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ପକ୍ଷରୁ ସୂଚନା ମିଳିଛି। ୫ ପରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ହ୍ରାସ ପାଇପାରେ। ଆଗାମୀ ୭ ଦିନ ଯାଏଁ ଘଡଘଡି ସହ ଝଡ ବର୍ଷା ସମ୍ଭାବନା ରହିଛି। ଉପକୂଳ ସହ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

ଅକ୍ଷୟ ତୃତୀୟାରେ ସୁନା ନା ଚାନ୍ଦି : କ’ଣ କିଣିଲେ କି ଲାଭ ମିଳେ..

Comments are closed.