www.samajalive.in
Monday, December 15, 2025
14.1 C
Bhubaneswar

ଦୁନିଆର ସବୁଠାରୁ ବିଷାକ୍ତ ଓ ଭୟଙ୍କର ବୁଢିଆଣୀ; କାମୁଡିଲେ କିଛି ସମୟରେ ହୁଏ ମୃତ୍ୟୁ..

ପୃଥିବୀ ପୃଷ୍ଠରେ ବିଭିନ୍ନ ପ୍ରକାର ଜୀବ ରହିଛନ୍ତି। ସେମାନେ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର। ସେଭଳି ଅନେକ ଜୀବ ଖୁବ ବିଷାକ୍ତ ଓ ଭୟଙ୍କର ହୋଇଥାଆନ୍ତି। ଏହି ଜୀବଙ୍କ ନିକଟରେ ଥିବା ବିଷ ସଭିଁଙ୍କ ଜୀବନ କିଛି କ୍ଷଣ ମଧ୍ୟରେ ନେଇପାରେ। ତେବେ ଏଭଳି  ବିଷାକ୍ତ ବୁଢିଆଣୀ ବିଷୟରେ ଜାଣନ୍ତୁ। ଯେଉଁମାନେ କାମୁଡିବା ମାତ୍ରେ କିଛି କ୍ଷଣ ମଧ୍ୟରେ ମନୁଷ୍ୟର ମୃତ୍ୟୁ ହୋଇପାରେ। ଦୁନିଆରେ ପ୍ରାୟ ୫୦ ହଜାରରୁ ଅଧିକ ପ୍ରଜାତିର ବୁଢିଆଣୀ ରହିଛନ୍ତି।
ଅଷ୍ଟ୍ରେଲିଆରେ ସବୁଠାରୁ ଅଧିକ ବିଷାକ୍ତ ବୁଢିଆଣୀ ରହିଛନ୍ତି। ସିଡନୀ ଫନେଲ ୱେବ୍ ସ୍ପାଇଡର ଦୁନିଆର ସବୁଠାରୁ ବିଷାକ୍ତ ଓ ଭୟଙ୍କର ବୁଢିଆଣୀ। ଏମାନେ ଶିକାର କରିବା ମାମଲାରେ ଖୁବ୍ ଭୟଙ୍କର। ଏମାନଙ୍କ ବିଷରେ ଏକ ଶିଶୁର କିଛି ସମୟ ମଧ୍ୟରେ ମୃତ୍ୟୁ ହୋଇ ଯାଇପାରେ। ଏହାର ଆକାର ଫନେଲ୍ ଭଳି।

ଅକ୍ଷୟ ତୃତୀୟାରେ ବିଶେଷ ସଂଯୋଗ; ଖାଲି ସୁନା-ଚାନ୍ଦି ନୁହେଁ, ଏସବୁ କିଣିଲେ ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା, ହେବ ଧନ ବର୍ଷା..

- Advertisement -

ଅଷ୍ଟ୍ରେଲିଆରେ ଦେଖାଯାଉଥିବା ରେଡବ୍ୟାକ୍ ସ୍ପାଇଡର ବୁଢିଆଣୀର ଶରୀରର ୨ୟ ଭାଗ ଲାଲ ରଙ୍ଗର ହୋଇଥାଏ। ଏହି କାରଣରୁ ସହଜରେ ଏହାକୁ ଜାଣି ହୋଇଥାଏ। ଏମାନେ ଶିକାର କରିବା ମାମଲାରେ ବେଶ ଭୟଙ୍କର। ଏମାନେ କାମୁଡିବାର ଅନେକ ମାମଲା ସାମ୍ନାକୁ ଆସିଥାଏ।

ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡ ଅନୁସାରେ ବ୍ରାଜିଲିୟନ ୱାଣ୍ଡିଙ୍ଗ୍ ସ୍ପାଇଡର ଦୁନିଆର ସବୁଠାରୁ ବିଷାକ୍ତ ବୁଢିଆଣୀ। ଏହା ନିକଟରେ ଥିବା ବିଷ ଏତେ ଘାତକ ଯେ, କାହାରିକୁ ମଧ୍ୟ ଏହି ବୁଢିଆଣୀ କାମୁଡିବାର କିଛି ସମୟ ମଧ୍ୟରେ ତାହାର ମୃତ୍ୟୁ ହୋଇଯାଏ। ବୁଢିଆଣୀ କାମୁଡିବା ପରେ ମନୁଷ୍ୟଙ୍କ ନିକଟରେ ତାଙ୍କ ମାଂସପେଶୀରେ ନିୟନ୍ତ୍ରଣ ହରାଇ ଥାଆନ୍ତି। ଧିରେ ଧିରେ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖା ଦେଇଥାଏ। ଏହି ବୁଢିଆଣୀ କାମୁଡିବା ଦ୍ୱାରା ଅନେକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି।
ଦୁନିଆର ସବୁଠାରୁ ବିଷାକ୍ତ ବୁଢିଆଣୀ ମଧ୍ୟରେ ବ୍ରାଉନ ରିକ୍ଲୁସ ସ୍ପାଇଡର ନାମରେ ଜଣା। ଏହି ବୁଢିଆଣୀ ଅଧିକାଂଶ ଆମେରିକାର ମଧ୍ୟ-ପଶ୍ଚିମ ଓ ଦକ୍ଷିଣ ପୂର୍ବ ଅଞ୍ଚଳରେ ଦେଖାଯାଏ।

କେମିତି କଟିବ ଏହି ସପ୍ତାହ? ୪ ରାଶିର ସୁନାଭଳି ଚମକିବ ଭାଗ୍ୟ, ବ୍ୟବସାୟରେ ହେବ ଲାଭ..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories