www.samajalive.in
Saturday, December 6, 2025
15.1 C
Bhubaneswar

ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଗାଁ ମୁହାଁ, ପରିବା ବଗିଚାରୁ ହରିଣ ଉଦ୍ଧାର

ପାଟଣା : ପାଟଣା ରେଞ୍ଜ ସାହରପଡା ସେକ୍ସନ ରାଇଡିହା ବିଟ ଅନ୍ତର୍ଗତ ଭଣ୍ଡାରିବିଲା ଗ୍ରାମର ଏକ ପରିବା ବଗିଚାରୁ ଆଜି ଏକ ହରିଣକୁ ଉଦ୍ଧାର କରିଛି ବନ ବିଭାଗ। ହରିଣଟି ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସି ଗ୍ରାମର ଭୀମସେନ ମହାନ୍ତଙ୍କ ପରିବା ବଗିଚାରେ ଘେରାଉ କରାଯାଇଥିବା ଜାଲରେ ଫସି ଯାଇଥିଲା। ଏନେଇ ସାହାରପଡା ବନ ବିଭାଗକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ବନପାଳ ଭୂପତି ସେଠୀ ଏବଂ ଅନ୍ୟ ବନ କର୍ମଚାରୀ ପହଞ୍ଚି ହରିଣଟିକୁ ଉଦ୍ଧାର କରିଥିଲେ। ତେବେ ହରିଣ ଟିର ମୁଣ୍ଡରେ ଆଘାତ ଲାଗି ଥିବାରୁ ବନ ବିଭାଗ ଚିକିତ୍ସା କରାଇବା ପରେ ନିକଟସ୍ଥ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ବନ ବିଭାଗ ସୂଚନା ଦେଇଛି।

ବୃହସ୍ପତି ଚଳନ : ୧୨ ବର୍ଷ ପରେ ବୃଷ ରାଶିରେ ଦେବଗୁରୁ, ୧୨ ରାଶିରେ ପ୍ରଭାବ.. କେତେ ଶୁଭ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories