www.samajalive.in
Saturday, December 6, 2025
17.1 C
Bhubaneswar

ସିଆଚିନରେ ପ୍ରତିରକ୍ଷା ମନ୍ତ୍ରୀ: ଯବାନଙ୍କୁ ଭେଟି କଲେ ଆଲୋଚନା

ନୂଆଦିଲ୍ଲୀ: ସୋମବାର ସିଆଚିନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଲଦାଖରେ ପହଂଚିବା ପରେ ସିଆଚିନ ଗ୍ଲେସିୟରକୁ ଯାଇ ସୀମା ସଶସ୍ତ୍ର ବଳର ଯବାନମାନଙ୍କୁ ଭେଟିବା ସହ ଆଲୋଚନା କରିଛନ୍ତି। ବିଯୁକ୍ତ ତାପମାତ୍ରାରେ ନିୟୋଜିତ ହୋଇ ଦେଶବାସୀଙ୍କ ସେବା କରୁଥିôବା ଯବାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ରାଜନାଥ। ଏହି ଅବସରରେ ଯବାନମାନଙ୍କୁ ସମ୍ବୋଧନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଗତ ୫ବର୍ଷ ତଳେ ତାଙ୍କୁ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ମିଳିବା ପରେ ସେ ଏହାକୁ ସୁଚାରୂ ଭାବେ ତୁଲାଇବାକୁ ପ୍ରୟାସ କରିଥିଲେ। ହୋଲି ଅବସରରେ ସିଆଚିନରେ ପାଗ ଖରାପ ଥିବାରୁ ଯବାନମାନଙ୍କ ଗହଣରେ ସେଲିବ୍ରେଟ କରିପାରିନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ଦୀପାବଳୀ ପାଳନ ବେଳେ ପ୍ରଥମ ଦୀପ ଏବଂ ହୋଲିରେ ପ୍ରଥମ ରଙ୍ଗ ଯବାନଙ୍କ ନାମରେ ହେବା ଉଚିତ ବୋଲି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories