www.samajalive.in
Saturday, December 13, 2025
14.1 C
Bhubaneswar

ଡାଲି ଯୋଗାଣ ବିଷୟରେ ଘରୋଇ ବ୍ୟବସାୟକୁ ବାରଣ

ଡେସ୍କ: ଯଦି ଘରୋଇ ବ୍ୟବସାୟରେ ଡାଲି ଯୋଗାଣ ବିଷୟ ଜଣାପଡିବ, ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି। ଖାଉଟି ବ୍ୟାପାର ସଚିବ ନିଧି ଖରେ ଏପ୍ରିଲ ୧୫ରୁ ଡାଲି ଶିଳ୍ପର ପ୍ରତିନିଧିମାନଙ୍କ ସହ ଆଲୋଚନାରେ ଏହା କହିଛନ୍ତି। ଡାଲି ମହଜୁଦ ସମ୍ପର୍କରେ ଶିଳ୍ପସଂସ୍ଥାରୁ ମିଳିଥିବା ସୂଚନା ଏବଂ ବଜାର ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନାକୁ ତୁଳନା କରାଯାଇଛି ଯାହା ଦ୍ୱାରା ଡାଲି ମହଜୁଦର ଅନଲାଇନ ନିରୀକ୍ଷଣ କରାଯାଇପାରିବ।

ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ସହିଦଙ୍କୁ ସବୁ ଦଳର ନେତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

- Advertisement -

ମିଆଁମାରରୁ ଡାଲି ଆମଦାନୀକୁ ନେଇ ସଚିବ ନିଧି ଖରେ ୟାଙ୍ଗୁନସ୍ଥିତ ଭାରତୀୟ ଦୂତାବାସ ନିକଟରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି। ମିଆଁମାରରେ ଆମଦାନୀକାରୀଙ୍କ ଦ୍ୱାରା ନୂତନ ବିନିମୟ ହାର ଏବଂ ମହଜୁଦ ରଖିବା ପରିପ୍ରେକ୍ଷୀରେ ଏହି ଆଲୋଚନା ହୋଇଛି। ଭାରତୀୟ ଦୂତାବାସ କହିଛି ଯେ ଚଳିତ ବର୍ଷ ଜାନୁଆରୀ ୨୫ରୁ ଦୁଇ ଦେଶ ମଧ୍ୟରେ ନିଜ ନିଜ ମୁଦ୍ରାରେ ବାଣିଜ୍ୟ ସୁବିଧା ଆରମ୍ଭ ହୋଇଥିଲା। ମିଆଁମାରର କେନ୍ଦ୍ରୀୟ ବ୍ୟାଙ୍କ ଜାନୁଆରୀ ୨୬ରେ ଏ ନେଇ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଥିଲା। ଏହି ଦେୟ ଉଭୟ ସାମୁଦ୍ରିକ, ସୀମା ବାଣିଜ୍ୟ ଏବଂ ସାମଗ୍ରୀ ଓ ସେବାର ବାଣିଜ୍ୟ ଉପରେ ଲାଗୁ ହେବ।

ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories